ଟେନିସକୁ ଗୁଡବାଏ କହିଲେ ଏହି ରୁଷୀୟ ସୁନ୍ଦରୀ

ପ୍ୟାରିସ୍‌: ପାଞ୍ଚଥରର ଗ୍ରାଣ୍ଡସ୍ଲାମ୍ ବିଜେତା ମାରିଆ ଶାରାପୋଭା ବୁଧବାର ଟେନିସକୁ ଗୁଡବାଏ କହିଛନ୍ତି । ବିଶ୍ୱର ଅନ୍ୟତମ ଚର୍ଚ୍ଚିତ ମହିଳା ଖେଳାଳିଙ୍କ ମଧ୍ୟରୁ ଅନ୍ୟତମ ଶାରାପୋଭା ଭୋଗ୍ ଏବଂ ଭ୍ୟାନିଟି ଫେୟାର୍ ପତ୍ରିକା ପକ୍ଷରୁ ଏକ ଆର୍ଟିକଲରେ କହିଛନ୍ତି, ମୁଁ ଟେନିସକୁ ଗୁଡବାଏ କହୁଛି। ଶାରାପୋଭା ୨୦୦୪ରେ ମାତ୍ର ୧୭ ବର୍ଷ ବୟସରେ ୱିମ୍ବଲଡନ୍ ଟାଇଟଲ୍ ଜିତି ରାତାରାତି ଷ୍ଟାର୍ ହୋଇଥିଲେ। ଏହା ପରେ ସେ ୨୦୦୬ରେ ୟୁଏସ୍ ଓପନ୍ ଏବଂ ୨୦୦୮ରେ ଅଷ୍ଟ୍ରେଲିଆନ୍ ଓପନ୍ ଟାଇଟଲ୍ […]

maria

maria

Ranjit Kumar Jena
  • Published: Wednesday, 26 February 2020
  • Updated: 26 February 2020, 08:22 PM IST

Sports

Latest News

ପ୍ୟାରିସ୍‌: ପାଞ୍ଚଥରର ଗ୍ରାଣ୍ଡସ୍ଲାମ୍ ବିଜେତା ମାରିଆ ଶାରାପୋଭା ବୁଧବାର ଟେନିସକୁ ଗୁଡବାଏ କହିଛନ୍ତି । ବିଶ୍ୱର ଅନ୍ୟତମ ଚର୍ଚ୍ଚିତ ମହିଳା ଖେଳାଳିଙ୍କ ମଧ୍ୟରୁ ଅନ୍ୟତମ ଶାରାପୋଭା ଭୋଗ୍ ଏବଂ ଭ୍ୟାନିଟି ଫେୟାର୍ ପତ୍ରିକା ପକ୍ଷରୁ ଏକ ଆର୍ଟିକଲରେ କହିଛନ୍ତି, ମୁଁ ଟେନିସକୁ ଗୁଡବାଏ କହୁଛି।

ଶାରାପୋଭା ୨୦୦୪ରେ ମାତ୍ର ୧୭ ବର୍ଷ ବୟସରେ ୱିମ୍ବଲଡନ୍ ଟାଇଟଲ୍ ଜିତି ରାତାରାତି ଷ୍ଟାର୍ ହୋଇଥିଲେ। ଏହା ପରେ ସେ ୨୦୦୬ରେ ୟୁଏସ୍ ଓପନ୍ ଏବଂ ୨୦୦୮ରେ ଅଷ୍ଟ୍ରେଲିଆନ୍ ଓପନ୍ ଟାଇଟଲ୍ ଜିତିଥିଲେ। ଏହାବାଦ୍ ସେ ୨୦୧୨ ଓ ୨୦୧୪ରେ ଫ୍ରେଞ୍ଚ୍ ଓପନରେ ଚାମ୍ପିୟନ୍ ହୋଇଥିଲେ। ଶାରାପୋଭାଙ୍କ କ୍ୟାରିୟର ବିବାଦଭରା ରହିଥିଲା। ୨୦୧୬ ଅଷ୍ଟ୍ରେଲିଆନ୍ ଓପନରେ ଡ୍ରଗ୍ସ ସେବନ କାରଣରୁ ଶାରାପୋଭାଙ୍କୁ ୧୫ମାସ ବାସନ୍ଦ କରାଯାଇଥିଲା।

ବାସନ୍ଦାଦେଶ କାଟିବା ପରେ ଶାରାପୋଭା ପୁଣିଥରେ ଟେନିସ୍ କୋର୍ଟକୁ ଫେରିଥିଲେ ହେଁ, ତାଙ୍କ ପାଖରେ ଆଉ ସେହି ପୂର୍ବ ଚମକ ଦେଖିବାକୁ ମିଳିନଥିଲା। ସେ ୨୦୧୭ରେ ୟୁଏସ୍ ଓପନ୍ ଖେଳି କମବ୍ୟାକ୍ କରିଥିଲେ। ଶାରାପୋଭା ଚଳିତ ବର୍ଷ ଅଷ୍ଟ୍ରେଲିଆନ୍ ଓପନର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲେ। ତେବେ ଲଗାତର ଖରାପ ପ୍ରଦର୍ଶନ କାରଣରୁ ଶାରାପୋଭା ଟେନିସରୁ ସନ୍ନ୍ୟାସ ନେବାକୁ ବାଧ୍ୟ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story