ମୁମ୍ବାଇ: ଆଜିଠାରୁ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଆରମ୍ଭ ହୋଇଛି ଭାରତ ଓ ଇଂଲଣ୍ଡ ମଧ୍ୟସ୍ଥ ଚତୁର୍ଥ ଟେଷ୍ଟ ମ୍ୟାଚ୍। ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରୁଛି।
ଭାରତୀୟ ଟିମ୍ରେ ଗୋଟିଏ ପରିବର୍ତ୍ତନ ହୋଇଛି। ଆଜିଙ୍କ୍ୟ ରାହାଣେଙ୍କ ସ୍ଥାନରେ ମନୀଷ ପାଣ୍ଡେ ସ୍ଥାନ ପାଇଛନ୍ତି। ଆଘାତ ଜନିତ କାରଣରୁ ରାହାଣେଙ୍କୁ ବାଦ୍ ଦିଆଯାଇଛି।
୫ଟି ମ୍ୟାଚ୍ ବିଶିଷ୍ଟ ଏହି ଟେଷ୍ଟ୍ ସିରିଜ୍ରେ ଭାରତ ୨-୦ରେ ଆଗୁଆ ରହିଛି। ପ୍ରଥମ ମ୍ୟାଚ୍ ଡ୍ର’ ହୋଇଥିବା ବେଳେ ଦ୍ୱିତୀୟ ଓ ତୃତୀୟ ଟେଷ୍ଟରେ ଭାରତ ବାଜି ମାରି ନେଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଲଡ଼ୁ ବିବାଦ: ଆଜିଠୁ ୧୧ ଦିନ ଯାଏ ଉପବାସ ରହିବେ ପବନ କଲ୍ୟାଣ
ଆଜିଠୁ ସେ ଗୁଣ୍ଟୁର ଜିଲ୍ଲାର ନାମ୍ବୁରର ଶ୍ରୀ ଦଶାବତାର ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ୧୧ ଦିନିଆ 'ପ୍ରାୟଶ୍ଚିତ ଦିକ୍ଷା' ଗ୍ରହଣ କରିବେ।
Crime
ଯୁବତୀଙ୍କ ମୃତଦେହକୁ ୩୦ ଖଣ୍ଡ କରି ଫ୍ରିଜରେ ରଖିଥିଲେ
ଆପାର୍ଟମେଣ୍ଟର ଗୋଟିଏ ରୁମ ଭିତରୁ ଦୁର୍ଗନ୍ଧ ବାହାରୁଥିଲା। ତେଣୁ ପଡ଼ୋଶୀମାନେ ଏହାର ଯାଞ୍ଚ କରିବାକୁ ପୁଲିସ୍କୁ ଡାକିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି।
National
ମୁଖ୍ୟମନ୍ତ୍ରୀ ହେବା ପରେ କେଜ୍ରିୱାଲଙ୍କ ପାଦ ଛୁଇଁଲେ ଆତିଶୀ
ମୁଖ୍ୟମନ୍ତ୍ରୀ ହେବା ପରେ ଆତିଶୀ ନିଜର ପ୍ରଥମ ଭାଷଣରେ ଦିଲ୍ଲୀବାସୀଙ୍କୁ ପୁଣିଥରେ କେଜ୍ରିୱାଲଙ୍କୁ ଏହି ପଦକୁ ଶୀଘ୍ର ଫେରାଇ ଆଣିବାକୁ ଆହ୍ୱାନ ଦେଇଛନ୍ତି।
Viral
କାର୍ ଧକ୍କା ପରେ ଉଡ଼ିଯାଇ ପୋଲ ଖୁଣ୍ଟରେ ଲାଖିଗଲେ ମହିଳା
ମହିଳା ଜଣକ ନିଶ୍ଚିତ ମୃତ୍ୟୁ ମୁଖରୁ ରକ୍ଷା ପାଇ ଯାଇଛନ୍ତି।
Politics
ବିଜେପି ପାକିସ୍ତାନକୁ ବାହା ହୋଇଯାଇଛି: କାହିଁକି ଏମିତି କହିଲେ ଖଡଗେ
ଶନିବାର ଜମ୍ମୁରେ ଗୋଟିଏ ସାମ୍ବାଦିକ ସମ୍ମିଳନୀ କରି ଖଡଗେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଟାକ୍ଷ କରିଛନ୍ତି।