କନ୍ଧମାଳ ଘଟଣାର ଏସ୍‌ଆଇଟି ତଦନ୍ତ ଆରମ୍ଭ ହୋଇଛି: କେ.ବି ସିଂହ

ଭୁବନେଶ୍ୱର: କନ୍ଧମାଳ ଜିଲ୍ଲା କୁର୍ତ୍ତମଗଡ଼ରେ ମାଓବାଦୀ-ସୁରକ୍ଷାକର୍ମୀ ଗୁଳି ବିନିମୟ ବେଳେ ୬ ଜଣ ଆଦିବାସୀଙ୍କ ମୃତ୍ୟୁ ଘଟଣାର ଏସ୍‌ଆଇଟି ତଦନ୍ତ ଆଜିଠୁ ଆରମ୍ଭ  ହୋଇଛି।  ଘଟଣାସ୍ଥଳକୁ ଗୁଇନ୍ଦା ନିର୍ଦ୍ଦେଶକ ଯାଇଛନ୍ତି। ରାଜ୍ୟ ପୋଲିସ୍‌ ମାନବିକ ଅଧିକାର ସୁରକ୍ଷା ସେଲ୍‌ (ଏଚ୍‌ଆର୍‌ପିସି) ଏଡିଜି ମହେନ୍ଦ୍ର ପ୍ରତାପ ଏହି ଘଟଣାର ତଦନ୍ତ କରୁଛନ୍ତି ବୋଲି ଆଜି ପୋଲିସ୍‌ ଡିଜି କେ.ବି ସିଂହ ସୂଚନା ଦେଇଛନ୍ତି। ଗତକାଲି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କନ୍ଧମାଳ ଘଟଣାର ତଦନ୍ତ କରିବା ପାଇଁ ସ୍ପେଶାଲ ଇନ୍‌ଭେଷ୍ଟିଗେସନ୍‌ […]

djp

Rakesh Mallick
  • Published: Tuesday, 12 July 2016
  • , Updated: 12 July 2016, 09:43 PM IST

ଭୁବନେଶ୍ୱର: କନ୍ଧମାଳ ଜିଲ୍ଲା କୁର୍ତ୍ତମଗଡ଼ରେ ମାଓବାଦୀ-ସୁରକ୍ଷାକର୍ମୀ ଗୁଳି ବିନିମୟ ବେଳେ ୬ ଜଣ ଆଦିବାସୀଙ୍କ ମୃତ୍ୟୁ ଘଟଣାର ଏସ୍‌ଆଇଟି ତଦନ୍ତ ଆଜିଠୁ ଆରମ୍ଭ  ହୋଇଛି।  ଘଟଣାସ୍ଥଳକୁ ଗୁଇନ୍ଦା ନିର୍ଦ୍ଦେଶକ ଯାଇଛନ୍ତି। ରାଜ୍ୟ ପୋଲିସ୍‌ ମାନବିକ ଅଧିକାର ସୁରକ୍ଷା ସେଲ୍‌ (ଏଚ୍‌ଆର୍‌ପିସି) ଏଡିଜି ମହେନ୍ଦ୍ର ପ୍ରତାପ ଏହି ଘଟଣାର ତଦନ୍ତ କରୁଛନ୍ତି ବୋଲି ଆଜି ପୋଲିସ୍‌ ଡିଜି କେ.ବି ସିଂହ ସୂଚନା ଦେଇଛନ୍ତି।

ଗତକାଲି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କନ୍ଧମାଳ ଘଟଣାର ତଦନ୍ତ କରିବା ପାଇଁ ସ୍ପେଶାଲ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌ ବା ଏସ୍‌ଆଇଟିକୁ ନିର୍ଦ୍ଦେଶ ଦେଇଥିଲେ।  ରାଜ୍ୟ ପୋଲିସର ମାନବିକ ଅଧିକାର ସୁରକ୍ଷା ସେଲ୍‌(ଏଚ୍‌ଆରପିସି) ଅଧୀନରେ ଏହି ଟିମ୍‌ କାର୍ଯ୍ୟ କରିବ।

Related story