ବଲିଉଡ୍‌ର ସିଙ୍ଗିଲ୍ ଫାଦର- ତୁଲାଉଛନ୍ତି ଉଭୟ ବାପା ଓ ମା’ଙ୍କ ଦାୟିତ୍ୱ

ଛୁଆଙ୍କ ଦାୟିତ୍ୱ ଏକାକୀ ତୁଲାଇବା ଜଣେ ବାପା ପାଇଁ ଏତେ ସହଜ ନୁହେଁ। କିନ୍ତୁ ବଲିଉଡ୍‌ର କିଛି ସିଙ୍ଗିଲ୍ ବାପା ଏହାକୁ କରି ଦେଖାଇଛନ୍ତି। ଆଜି ଫାଦର୍ସ ଡେ ବା ପିତୃ ଦିବସ ଉପଲକ୍ଷେ ଆମେ ସେହି ବଲିଉଡ୍ ଅଭିନେତାଙ୍କ ସଂପର୍କରେ ଜାଣିବା ଯେଉଁମାନେ ଉଭୟ ମା-ବାପା ସାଜି ନିଜ ପିଲାଙ୍କ ଯତ୍ନ ନେଉଛନ୍ତି। କରଣ ଜୋହର: ସିଙ୍ଗିଲ୍ ଫାଦର ତାଲିକାରେ ଯାହାର ନାମ ପ୍ରଥମେ ଆସେ ସେ ହେଉଛନ୍ତି କରଣ ଜୋହର। ସେ ଦୁଇ ଜଣ […]

tushar

tushar

Rakesh Mallick
  • Published: Sunday, 18 June 2017
  • Updated: 18 June 2017, 11:59 AM IST

Sports

Latest News

ଛୁଆଙ୍କ ଦାୟିତ୍ୱ ଏକାକୀ ତୁଲାଇବା ଜଣେ ବାପା ପାଇଁ ଏତେ ସହଜ ନୁହେଁ। କିନ୍ତୁ ବଲିଉଡ୍‌ର କିଛି ସିଙ୍ଗିଲ୍ ବାପା ଏହାକୁ କରି ଦେଖାଇଛନ୍ତି। ଆଜି ଫାଦର୍ସ ଡେ ବା ପିତୃ ଦିବସ ଉପଲକ୍ଷେ ଆମେ ସେହି ବଲିଉଡ୍ ଅଭିନେତାଙ୍କ ସଂପର୍କରେ ଜାଣିବା ଯେଉଁମାନେ ଉଭୟ ମା-ବାପା ସାଜି ନିଜ ପିଲାଙ୍କ ଯତ୍ନ ନେଉଛନ୍ତି।

କରଣ ଜୋହର: ସିଙ୍ଗିଲ୍ ଫାଦର ତାଲିକାରେ ଯାହାର ନାମ ପ୍ରଥମେ ଆସେ ସେ ହେଉଛନ୍ତି କରଣ ଜୋହର। ସେ ଦୁଇ ଜଣ ଛୁଆଙ୍କୁ ଏକୁଟିଆ ପାଳୁଛନ୍ତି। ତାଙ୍କ ଦୁଇ ସନ୍ତାନଙ୍କ ନାମ ରୁହୀ ଓ ୟଶ। ସେ ସରୋଗୋସୀ ଜରିଆରେ ଏହି ଦୁଇ ଛୁଆଙ୍କୁ ପାଇଛନ୍ତି। ନିଜ ଦୁଇ ଛୁଆଙ୍କ ଯତ୍ନରେ ସେ ଟିକେ ବି ଅବହେଳା କରୁ ନାହାନ୍ତି।

ତୁଷାର କପୁର: ଏଇ ନିକଟରେ ତୁଷାର କପୁର ନିଜ ପୁଅ ଲକ୍ଷ୍ୟର ପ୍ରଥମ ଜନ୍ମଦିନ ପାଳିଛନ୍ତି। ସୋସିଆଲ୍ ମିଡିଆରେ ସେ ତାଙ୍କ ପୁଅର ଫଟୋ ପୋଷ୍ଟ କରନ୍ତି। ନିଜର ଆଗାମୀ ଫିଲ୍ମ ‘ଗୋଲମାଲ୍ ଏଗେନ୍‌’ର ସୁଟିଂ ପାଇଁ ବ୍ୟସ୍ତ ରହୁଥିବା ସତ୍ତ୍ୱେ ସେ ନିଜ ପୁଅର ଦାୟିତ୍ୱ ଠିକ୍ ଠିକ୍ ତୁଲାଉଛନ୍ତି।

rahulରାହୁଲ ଦେବ: ସିଙ୍ଗିଲ୍ ଫାଦର ତାଲିକାରେ ରାହୁଲ ଦେବଙ୍କ ନାମ ବି ଆସୁଛି। ରାହୁଲଙ୍କ ପୁଅଙ୍କ ନାଁ ସିଦ୍ଧାର୍ଥ। ତାଙ୍କୁ ଏବେ ୧୦ ବର୍ଷ। ୨୦୧୦ରେ ରାହୁଲଙ୍କ ପତ୍ନୀ କ୍ୟାନସରରେ ପୀଡ଼ିତ ହୋଇ ପ୍ରାଣ ହରାଇଥିଲେ। ତା’ପରଠାରୁ ରାହୁଲଙ୍କ ପାଇଁ ସିଦ୍ଧାର୍ଥ ପାଲଟି ଯାଇଛନ୍ତି ଜୀବନ। ସିଦ୍ଧାର୍ଥ ଏବେ ଇଂଲଣ୍ଡରେ ପାଠ ପଢ଼ୁଛନ୍ତି।

ରାହୁଲ ବୋସ୍: ବଲିଉଡ୍‌ର ଏହି ଅଭିନେତା ହେଉଛନ୍ତି ଛଅଟି ସନ୍ତାନଙ୍କ ସିଙ୍ଗିଲ୍ ଫାଦର। ଆଣ୍ଡାମାନ ନିକୋବାରେ ପ୍ରାୟ ୧୧ ବର୍ଷର ୬ ଜଣ ଶିଶୁଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି। ସେ ସେମାନଙ୍କର ପଢ଼ିବା ଠାରୁ ଆରମ୍ଭ କରି ସମସ୍ତ ଦାୟିତ୍ୱ ଠିକ୍ ଭାବେ ତୁଲାଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story