ସାଇକେଲ୍‌ କ୍ୟାରିଅରରେ ବୁହା ହେଉଛି ଦେଶର ‘ଭବିଷ୍ୟତ’

କୁଚିଣ୍ଡା (ଦେବେନ୍ଦ୍ର ବେହେରା): ଆସନ୍ତାକାଲିର ଭବିଷ୍ୟତ ପାଇଁ ସବୁ ସୁରକ୍ଷିତ ଆଶ୍ରୟ ସ୍ଥଳୀରେ ସତେ ଯେମିତି ତାଲା ପକାଇ ଦେଇଛି ‘କରୋନା’ ଲକ୍‌ଡାଉନ୍‌ ସ୍ଥିତି। ଲକଡାଉନ୍‌ ଯୋଗୁଁ ମୁଣ୍ଡ ଗୁଞ୍ଜିବାକୁ ଜାଗା ନପାଇ ସାଇକେଲ୍‌ କ୍ୟାରିଅରରେ ବନ୍ଧା ହୋଇ ବୁହା ହେଉଛି ଦୁଇ ବର୍ଷର ଶିଶୁ, ଠିକ ବ୍ୟବହାର୍ଯ୍ୟ ସାମଗ୍ରୀ ପରି। ଦାଦନ ଦୁଃଖର ଏପରି ଏକ ଯନ୍ତ୍ରଣାଶିକ୍ତ ଫର୍ଦ୍ଦ ଦେଖିବାକୁ ମିଳିଛି ରାଜରାସ୍ତାରେ। ପଶ୍ଚିମବଙ୍ଗର କୁଚବିହାରରୁ କେତେକ ଦାଦନ ଶ୍ରମିକ ସମ୍ୱଲପୁର ଜିଲ୍ଲା ରେଢାଖୋଲ ଆସିଥିଲେ। ସେମାନେ ଚାରମାଳରେ […]

kuchinda

kuchinda

Manoranjan Sial
  • Published: Wednesday, 20 May 2020
  • Updated: 20 May 2020, 07:35 PM IST

କୁଚିଣ୍ଡା (ଦେବେନ୍ଦ୍ର ବେହେରା): ଆସନ୍ତାକାଲିର ଭବିଷ୍ୟତ ପାଇଁ ସବୁ ସୁରକ୍ଷିତ ଆଶ୍ରୟ ସ୍ଥଳୀରେ ସତେ ଯେମିତି ତାଲା ପକାଇ ଦେଇଛି ‘କରୋନା’ ଲକ୍‌ଡାଉନ୍‌ ସ୍ଥିତି। ଲକଡାଉନ୍‌ ଯୋଗୁଁ ମୁଣ୍ଡ ଗୁଞ୍ଜିବାକୁ ଜାଗା ନପାଇ ସାଇକେଲ୍‌ କ୍ୟାରିଅରରେ ବନ୍ଧା ହୋଇ ବୁହା ହେଉଛି ଦୁଇ ବର୍ଷର ଶିଶୁ, ଠିକ ବ୍ୟବହାର୍ଯ୍ୟ ସାମଗ୍ରୀ ପରି। ଦାଦନ ଦୁଃଖର ଏପରି ଏକ ଯନ୍ତ୍ରଣାଶିକ୍ତ ଫର୍ଦ୍ଦ ଦେଖିବାକୁ ମିଳିଛି ରାଜରାସ୍ତାରେ।

ପଶ୍ଚିମବଙ୍ଗର କୁଚବିହାରରୁ କେତେକ ଦାଦନ ଶ୍ରମିକ ସମ୍ୱଲପୁର ଜିଲ୍ଲା ରେଢାଖୋଲ ଆସିଥିଲେ। ସେମାନେ ଚାରମାଳରେ ରହି ରାଜମିସ୍ତ୍ରୀ ଭାବେ କାମ କରି ପେଟ ପୋଷୁଥିଲେ। ହେଲେ ସେମାନଙ୍କ ପେଟକୁ ଲାତ ମାରିଛି ମହାମାରୀ ‘କରୋନା’। ଲକ୍‌ଡାଉନ୍‌ ଯୋଗୁଁ କାମ ମିଳୁନି। ପରିବାର ଚଳାଇବା ପଶ୍ଚିମବଙ୍ଗ ଦାଦନ ଶ୍ରମିକଙ୍କ ପକ୍ଷେ ସମ୍ଭବ ହେଉନାହିଁ।

ଭୋକ ଜ୍ୱଳାରେ ଶ୍ରମିକମାନେ ବେଶୀଦିନ ରହିପାରୁ ନାହାନ୍ତି। ସେଥିପାଇଁ ସେମାନେ ଏବେ ଜନ୍ମଭୂମି ପଶ୍ଚିମବଙ୍ଗକୁ ଫେରିବାକୁ ବାହାରିଛନ୍ତି। ଗାଡ଼ି ଚଳାଚଳ କରୁନଥିବାରୁ ଜଣେ ପ୍ରବାସୀ ସାଇକେଲ୍‌ କ୍ୟାରିଅରରେ ଏକ ପରିବା ବାସକେଟ୍‌ରେ ନିଜ ଛୋଟ ପିଲାକୁ ବାନ୍ଧି ଦେଇଛି। ତା’ପରେ ସେହି ସାଇକେଲ୍‌କୁ ଗଡ଼ାଇ ଗଡ଼ାଇ ଆଗକୁ ଚାଲିଛନ୍ତି। ତାଙ୍କ ସ୍ତ୍ରୀ ପଛରେ ଆଉ ଦୁଇ ପିଲାଙ୍କୁ ସାଇକେଲ୍‌ରେ ବସାଇ ଯାଉଛନ୍ତି। ଯେତେବେଳେ ପତି ଥକି ପଡ଼ୁଛନ୍ତି, ସେତିକି ବେଳେ ପତ୍ନୀ ତାଙ୍କୁ ସହାୟତାରେ ହାତ ବଢ଼ାଉଛନ୍ତି। ନିଜେ ପତିଙ୍କଠାରୁ ଛୁଆ ବସିଥିବା ସାଇକେଲକୁ ଧରି ଚାଲି ଚାଲି ଯାଉଥିବାର ଦେଖିବାକୁ ମିଳିଛି।

ପତି-ପତ୍ନୀ ଅଦଳବଦଳ କରି ସାଇକେଲ୍‌ରେ ଘରକୁ ଫେରୁଛନ୍ତି। ସେମାନେ ଜାଣିଛନ୍ତି ଲକ୍ଷ୍ୟସ୍ଥଳ ବହୁ ଦୂର। ରେଢ଼ାଖୋଲରୁ ପଶ୍ଚିମବଙ୍ଗର ଘରେ ପହଞ୍ଚିବେ। ହେଲେ କେବେ ଥକି ପଡ଼ି ନାହାନ୍ତି। ନିଜର ଦୁଃଖକୁ ପରସ୍ପର ଭିତରେ ବାଣ୍ଟି ଘରକୁ ଫେରିବା ଲକ୍ଷ୍ୟରେ ଆଜି କୁଚିଣ୍ଡା ଟାଉନ୍‌ ଅତିକ୍ରମ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story