ଘୁଞ୍ଚିଲା ଫିଲ୍ମ ‘ପଦ୍ମାବତୀ’ ରିଲିଜ୍‌ ତାରିଖ

ମୁମ୍ବାଇ: ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ‘ପଦ୍ମାବତୀ’ ଆରମ୍ଭରୁ ଚର୍ଚ୍ଚାରେ ରହି ଆସିଛି। କେତେବେଳେ ଫିଲ୍ମର କାହାଣୀକୁ ନେଇ ତ କେତେବେଳେ କଳାକାରଙ୍କ ବ୍ୟସ୍ତ ସିଡ୍ୟୁଲକୁ ନେଇ ହୋଇଛି ଚର୍ଚ୍ଚା। ଏବେ ଖବର ମିଳିଛି ଯେ ‘ପଦ୍ମାବତୀ’ର ରିଲିଜ୍‌ ତାରିଖ ଘୁଞ୍ଚିଛି। ୨୦୧୭ ଡିସେମ୍ବର ପରିବର୍ତ୍ତେ ୨୦୧୮ ଡିସେମ୍ବରରେ ଏହା ରିଲିଜ୍ ହେବ। ବଜେଟ୍‌ ଏବଂ କଳାକାରଙ୍କ ବ୍ୟସ୍ତ ସିଡ୍ୟୁଲ୍‌ ପାଇଁ ରିଲିଜ୍‌ ତାରିଖ ଘୁଞ୍ଚିଥିବା ଶୁଣିବାକୁ ମିଳୁଛି।

sanjay-leela

Rakesh Mallick
  • Published: Monday, 26 September 2016
  • , Updated: 26 September 2016, 05:48 PM IST

Related story