ଅଷ୍ଟ୍ରେଲିଆ ଗସ୍ତ ପାଇଁ ପାକିସ୍ତାନ ଟେଷ୍ଟ ଓ ଟି-୨୦ ଦଳ ଘୋଷିତ

ଇସଲାମାବାଦ: ଆସନ୍ତାମାସରେ ଅଷ୍ଟ୍ରେଲିଆ ଗସ୍ତ ପାଇଁ ସୋମବାର ପାକିସ୍ତାନ ଟି-୨୦ ଓ ଟେଷ୍ଟ ଦଳର ଚୟନ କରାଯାଇଛି। ଏହି ଗସ୍ତରୁ ପାକିସ୍ତାନର ପୂର୍ବତନ କ୍ୟାପଟେନ୍ ତଥା ୱିକେଟକିପର ବ୍ୟାଟ୍ସମ୍ୟାନ୍ ସର୍ଫରାଜ ଅହମ୍ମଦଙ୍କୁ ବାଦ୍ ଦିଆଯାଇଛି। ତାଙ୍କ ସ୍ଥାନରେ ମହମ୍ମଦ ରିଜୱାନଙ୍କୁ ସାମିଲ୍ କରାଯାଇଛି। ସେହିପରି ୧୭ ବର୍ଷୀୟ ପେସ୍ ବୋଲର ମୁସା ଖାନଙ୍କୁ ଉଭୟ ଟେଷ୍ଟ ଓ ଟି-୨୦ ଦଳରେ ସାମିଲ୍ କରାଯାଇଥିବା ବେଳେ ୧୬ ବର୍ଷୀୟ ପେସର୍ ନସୀମ ଶାହଙ୍କୁ କେବଳ ଟେଷ୍ଟ ଟିମରେ ସୁଯୋଗ […]

pak

pak

Ranjit Kumar Jena
  • Published: Monday, 21 October 2019
  • Updated: 21 October 2019, 06:34 PM IST

Sports

Latest News

ଇସଲାମାବାଦ: ଆସନ୍ତାମାସରେ ଅଷ୍ଟ୍ରେଲିଆ ଗସ୍ତ ପାଇଁ ସୋମବାର ପାକିସ୍ତାନ ଟି-୨୦ ଓ ଟେଷ୍ଟ ଦଳର ଚୟନ କରାଯାଇଛି। ଏହି ଗସ୍ତରୁ ପାକିସ୍ତାନର ପୂର୍ବତନ କ୍ୟାପଟେନ୍ ତଥା ୱିକେଟକିପର ବ୍ୟାଟ୍ସମ୍ୟାନ୍ ସର୍ଫରାଜ ଅହମ୍ମଦଙ୍କୁ ବାଦ୍ ଦିଆଯାଇଛି। ତାଙ୍କ ସ୍ଥାନରେ ମହମ୍ମଦ ରିଜୱାନଙ୍କୁ ସାମିଲ୍ କରାଯାଇଛି। ସେହିପରି ୧୭ ବର୍ଷୀୟ ପେସ୍ ବୋଲର ମୁସା ଖାନଙ୍କୁ ଉଭୟ ଟେଷ୍ଟ ଓ ଟି-୨୦ ଦଳରେ ସାମିଲ୍ କରାଯାଇଥିବା ବେଳେ ୧୬ ବର୍ଷୀୟ ପେସର୍ ନସୀମ ଶାହଙ୍କୁ କେବଳ ଟେଷ୍ଟ ଟିମରେ ସୁଯୋଗ ମିଳିଛି।

ଉଭୟ ପେସ୍ ବୋଲର୍ ମୁଖ୍ୟ ଚୟନକର୍ତ୍ତା ଏବଂ ମୁଖ୍ୟ କୋଚ୍ ମିଶବା-ଉଲ୍‌-ହକଙ୍କୁ ବେଶ୍ ପ୍ରଭାବିତ କରିଛନ୍ତି। ଦୁହିଁଙ୍କ ବ୍ୟତୀତ ଶାହୀଦ ଆଫ୍ରିଦି ଓ ଅଭିଜ୍ଞ ମହମ୍ମଦ ଆବାସଙ୍କୁ ମଧ୍ୟ ଟିମରେ ସାମିଲ୍ କରାଯାଇଛି । ସେହିପରି ଚୟନକର୍ତ୍ତା ପେସ୍ ବୋଲର ଇମ୍ରାନ୍ ଖାନ୍ ସିନିୟର ଏବଂ ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଇଫତିକାର ଅହମ୍ମଦଙ୍କୁ ଡାକରା ଦେଇଛି।

ଇମ୍ରାନ୍ ୨୦୧୭ରେ ସିଡନୀରେ ଅଷ୍ଟ୍ରେଲିଆ ବିପକ୍ଷରେ ନିଜର ଶେଷ ଟେଷ୍ଟ ମ୍ୟାଚ୍ ଖେଳିଥିବା ବେଳେ ଇଫତିକାର ୨୦୧୬ରେ ଇଂଲଣ୍ଡରେ ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ୧୬ ଜଣିଆ ଟେଷ୍ଟ ସ୍କ୍ୱାଡରେ ଅନକ୍ୟାପଡ୍ ଓପନିଂ ବ୍ୟାଟ୍ସମ୍ୟାନ୍ ଆବିଦ୍ ଅଲୀଙ୍କୁ ସାମିଲ୍ କରାଯାଇଛି, ଯିଏ ନିକଟରେ ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର ସିରିଜରେ ଭଲ ପ୍ରଦର୍ଶନ କରିଥିଲେ। ଟେଷ୍ଟ ସ୍କ୍ୱାଡରେ ୩୩ ବର୍ଷୀୟ ବାମହାତୀ ସ୍ପିନର୍ କାଶିଫ୍ ଭଟ୍ଟିଙ୍କୁ ସ୍ଥାନ ମିଳିଛି, ଯିଏ ନିଜର ୧୨ ବର୍ଷର ପ୍ରଥମଶ୍ରେଣୀ କ୍ରିକେଟରେ ୩୨୭ ୱିକେଟ୍ ନେଇଛନ୍ତି।

ତେବେ ସର୍ଫରାଜଙ୍କୁ ବାଦ୍ ଦେବା ନେଇ ମିଶବା କହିଛନ୍ତି, "ସର୍ଫରାଜଙ୍କ ବିରୋଧରେ କୌଣସି କ୍ଷଡ଼ଯନ୍ତ୍ର ହୋଇନାହିଁ। ମୁଁ ତାଙ୍କୁ କେବଳ ଏତିକି କହିବାକୁ ଚାହୁଁଛି, ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରି ଜାତୀୟ ଦଳରେ ସ୍ଥାନ ପାଇବାକୁ ପ୍ରୟାସ କରନ୍ତୁ।" ଅଷ୍ଟ୍ରେଲିଆ ଗସ୍ତରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ନଭେମ୍ବର ୩ ତାରିଖରେ ସିଡନୀ, ନଭେମ୍ବର ୫ରେ କ୍ୟାନବେରାରେ ଦ୍ୱିତୀୟ ଟି-୨୦, ନଭେମ୍ବର ୮ରେ ପର୍ଥରେ ତୃତୀୟ ଟି-୨୦ ମ୍ୟାଚ୍ ଖେଳାଯିବ। ସେହିପରି ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ନଭେମ୍ବର ୨୧ରୁ ୨୫ ତାରିଖ ପର୍ଯ୍ୟନ୍ତ ବ୍ରିସବେନ୍ ଏବଂ ଦ୍ୱିତୀୟ ଟେଷ୍ଟ ନଭେମ୍ବର ୨୯ରୁ ଡିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ଆଡିଲେଡରେ ଖେଳାଯିବ।

ପାକିସ୍ତାନ ଟି-୨୦ ସ୍କ୍ୱାଡ୍‌: ବାବର ଆଜମ୍ (କ୍ୟାପଟେନ୍‌), ଆସିଫ୍ ଅଲୀ, ଫକର ଜମାନ୍‌, ହାରିସ୍ ସୋହେଲ୍‌, ଇଫତିକାର ଅହମ୍ମଦ, ଇମାଦ ୱାସିମ୍‌, ଇମାମ୍‌-ଉଲ୍‌-ହକ୍‌, ଖୁଶଦିଲ୍ ଶାହ, ମହମ୍ମଦ ଆମୀର୍‌, ମହମ୍ମଦ ହସନେନ୍‌, ମହମ୍ମଦ ଇରଫାନ୍‌ଳ ମହମ୍ମଦ ରିଜୱାନ୍‌, ମୁସା ଖାନ୍‌, ଶଦାବ ଖାନ୍‌, ଉସମାନ୍ କାଦିର୍‌, ୱହାବ ରିଆଜ୍।

ଟେଷ୍ଟ ସ୍କ୍ୱାଡ୍‌: ଆଝାର ଅଲୀ (କ୍ୟାପଟେନ୍‌), ଆବିଦ୍ ଅଲୀ, ଅସଦ୍ ସଫିକ୍‌, ବାବର ଆଜମ୍‌, ହାରିସ୍ ସୋହେଲ୍‌, ଇମାମ୍‌-ଉଲ୍‌-ହକ୍‌, ଇମ୍ରାନ୍ ଖାନ୍ ସିନିୟର୍‌, ଇଫତିକାର ଅହମ୍ମଦ, କାଶିଫ୍ ଭଟ୍ଟି, ମହମ୍ମଦ ଆବାସ, ମହମ୍ମଦ ରିଜୱାନ୍‌, ମୁସା ଖାନ୍‌, ନସୀମ ଶାହ, ଶାହୀନ୍ ଆଫ୍ରିଦି, ଶାନ୍ ମସୁଦ୍‌, ୟାସିର୍ ଶାହ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story