ଉଦ୍ଧାର ହେଲା, ହେଲେ ବଞ୍ଚିଲାନି

ଅମୃତସର: ଉଦ୍ଧାର ହେଲା। ହେଲେ ଜୀବନ ନଥିଲା। ୩୦୦ ଫୁଟ କୂଅରେ ଖସିପଡ଼ି ଥିବା ୬ ବର୍ଷର ଛୁଆକୁ ବହୁ କଷ୍ଟରେ ଉଦ୍ଧାର କରାଗଲା। ସେ କିନ୍ତୁ ବଞ୍ଚି ନଥିଲା। ପଞ୍ଜାବର ହୋସିଆରପୁରରେ ଘଟିଛି ଏହି ଘଟଣା। ମୃତ ଶିଶୁ ହେଲେ ରିତିକ୍। ଉଦ୍ଧାର ପରେ ପିଲାଟିକୁ ମେଡିକାଲ ନିଆଯାଇଥିଲା। ହେଲେ ଡାକ୍ତର  ତାକୁ ମୃତ ଘୋଷଣା କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ, ପିଲାଟି ଉଦ୍ଧାର ପାଇଁ ସେନାକୁ ଡକାଯାଇ ଥିଲା । ଉଦ୍ଧାର କାର୍ଯ୍ୟରେ ଜେସିବି […]

tio

tio

Tapas Behera
  • Published: Sunday, 22 May 2022
  • Updated: 23 May 2022, 12:24 PM IST

Sports

Latest News

ଅମୃତସର: ଉଦ୍ଧାର ହେଲା। ହେଲେ ଜୀବନ ନଥିଲା। ୩୦୦ ଫୁଟ କୂଅରେ ଖସିପଡ଼ି ଥିବା ୬ ବର୍ଷର ଛୁଆକୁ ବହୁ କଷ୍ଟରେ ଉଦ୍ଧାର କରାଗଲା। ସେ କିନ୍ତୁ ବଞ୍ଚି ନଥିଲା। ପଞ୍ଜାବର ହୋସିଆରପୁରରେ ଘଟିଛି ଏହି ଘଟଣା। ମୃତ ଶିଶୁ ହେଲେ ରିତିକ୍। ଉଦ୍ଧାର ପରେ ପିଲାଟିକୁ ମେଡିକାଲ ନିଆଯାଇଥିଲା। ହେଲେ ଡାକ୍ତର  ତାକୁ ମୃତ ଘୋଷଣା କରିଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ପିଲାଟି ଉଦ୍ଧାର ପାଇଁ ସେନାକୁ ଡକାଯାଇ ଥିଲା । ଉଦ୍ଧାର କାର୍ଯ୍ୟରେ ଜେସିବି ମେସିନ ନିୟୋଜିତ ଥିଲା।  ଜେସିବି ମେସିନିଟି କୂଅର ଅନିତି ଦୂରରୁ ଖୋଳି କୂଅ ମୁହାଁ ହୋଇ ପିଲାଟିକୁ ଉଦ୍ଧାର କରିଥିଲା। ଏଥି ପାଇଁ ପ୍ରାୟ ୯ ଘଣ୍ଟା ପାଇଁ ସମୟ ଲାଗିଥିଲା। ସେହିପରି ପିଲାଟି ନିକଟକୁ ଉଦ୍ଧାରକାରୀ ଦଳ ପକ୍ଷରୁ ଅମ୍ଲଜାନ ପଠାଯାଇଥିଲା । ଯାହା ଫଳରେ଼ ପିଲାଟିର ଅବସ୍ଥା ସ୍ଥିର ରହିବ ପାରିବା। କିନ୍ତୁ  କୂଅ ଭିତରେ ପିଲାଟି ଚେତା ଶୂନ୍ୟ ଥିବା କୁହାଯାଉ ଥିଲା ।  ତେବେ ବହୁ କଷ୍ଟ  କରି ପିଲାଟିକୁ ଉଦ୍ଧାର ପରେ ମଧ୍ୟ ତାକୁ  ବଞ୍ଚାଇବା ସମ୍ଭବ ହୋଇ ନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story