ରିଓ ଅଲିମ୍ପିକ୍‌: ହାରିଲେ କୁସ୍ତିଯୋଦ୍ଧା ହରଦୀପ

ରିଓ ଡି ଜେନେରିଓ: ପୁରୁଷ ଗ୍ରେକୋ-ରୋମାନ ୯୮ କେଜି ୧/୮ ଫାଇନାଲରେ ତୁର୍କୀର ସେଙ୍କ ଇଡମ୍‌ଙ୍କଠାରୁ ୨-୧ ପଏଣ୍ଟରେ ହାରିଯାଇଛନ୍ତି ଭାରତୀୟ କୁସ୍ତି ଯୋଦ୍ଧା ହରଦୀପ ସିଂହ। ହରଦୀପ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଶେଷ ପର୍ଯ୍ୟାୟରେ ପେନାଲ୍ଟି ପଏଣ୍ଟ ହାସଲ କରିବାରେ ଅସଫଳ ହୋଇଥିଲେ। ଫଳରେ ପରାଜୟର ସମ୍ମୁଖୀନ ହୋଇଥିଲେ। ପୂର୍ବରୁ ୮୫ କେଜି ବର୍ଗରେ ରବିନ୍ଦର ଖେତ୍ରୀ ହଙ୍ଗେରୀର ଭିକ୍ଟର ଲୋରଲାନ୍ସଠାରୁ ହାରି ରିଓରୁ ବାଦ୍ ପଡିଥିଲେ।

Rio-Olympics

Rakesh Mallick
  • Published: Tuesday, 16 August 2016
  • , Updated: 16 August 2016, 10:54 PM IST

ରିଓ ଡି ଜେନେରିଓ: ପୁରୁଷ ଗ୍ରେକୋ-ରୋମାନ ୯୮ କେଜି ୧/୮ ଫାଇନାଲରେ ତୁର୍କୀର ସେଙ୍କ ଇଡମ୍‌ଙ୍କଠାରୁ ୨-୧ ପଏଣ୍ଟରେ ହାରିଯାଇଛନ୍ତି ଭାରତୀୟ କୁସ୍ତି ଯୋଦ୍ଧା ହରଦୀପ ସିଂହ।

ହରଦୀପ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଶେଷ ପର୍ଯ୍ୟାୟରେ ପେନାଲ୍ଟି ପଏଣ୍ଟ ହାସଲ କରିବାରେ ଅସଫଳ ହୋଇଥିଲେ। ଫଳରେ ପରାଜୟର ସମ୍ମୁଖୀନ ହୋଇଥିଲେ।

ପୂର୍ବରୁ ୮୫ କେଜି ବର୍ଗରେ ରବିନ୍ଦର ଖେତ୍ରୀ ହଙ୍ଗେରୀର ଭିକ୍ଟର ଲୋରଲାନ୍ସଠାରୁ ହାରି ରିଓରୁ ବାଦ୍ ପଡିଥିଲେ।

Related story