ଲଢ଼େଇ ଜୋରଦାରକଲେ ସମୀର ୱାଙ୍ଖଡ଼େଙ୍କ ପତ୍ନୀ

ମୁମ୍ବାଇ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡ଼େଙ୍କ ପତ୍ନୀ କ୍ରାନ୍ତି  ରେଡକର କହିଛନ୍ତି ଯେ, ତାଙ୍କ ସ୍ୱାମୀ ଡ୍ରଗ୍ସ ବିରୋଧରେ ଲଢ଼େ କରୁଛନ୍ତି କିନ୍ତୁ କୌଣସି  ଧର୍ମ କିମ୍ବା ଜାତି ବିରୋଧରେ ନୁହେଁ। ନିକଟରେ ତାଙ୍କ ସ୍ୱାମୀ ଏବଂ ପରିବାରକୁ ଟାର୍ଗେଟ କରାଯିବା ନେଇ ମାମଲା ଏଯାଏଁ ସମାଧାନ ହୋଇ ନାହିଁ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ, ସମୀର   ଡ୍ରଗ୍ସ ବିରୋଧରେ ଲଢ଼େଇ କରୁଛନ୍ତି ହେଲେ କୌଣସି ଧର୍ମ କିମ୍ବା […]

sameer-wankhede-wife

sameer-wankhede-wife

Tapas Behera
  • Published: Sunday, 31 October 2021
  • Updated: 31 October 2021, 05:22 PM IST

Sports

Latest News

ମୁମ୍ବାଇ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡ଼େଙ୍କ ପତ୍ନୀ କ୍ରାନ୍ତି  ରେଡକର କହିଛନ୍ତି ଯେ, ତାଙ୍କ ସ୍ୱାମୀ ଡ୍ରଗ୍ସ ବିରୋଧରେ ଲଢ଼େ କରୁଛନ୍ତି କିନ୍ତୁ କୌଣସି  ଧର୍ମ କିମ୍ବା ଜାତି ବିରୋଧରେ ନୁହେଁ। ନିକଟରେ ତାଙ୍କ ସ୍ୱାମୀ ଏବଂ ପରିବାରକୁ ଟାର୍ଗେଟ କରାଯିବା ନେଇ ମାମଲା ଏଯାଏଁ ସମାଧାନ ହୋଇ ନାହିଁ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ, ସମୀର   ଡ୍ରଗ୍ସ ବିରୋଧରେ ଲଢ଼େଇ କରୁଛନ୍ତି ହେଲେ କୌଣସି ଧର୍ମ କିମ୍ବା ଜାତି ବିରୋଧରେ ନୁହେଁ। ଗତ କିଛି ଦିନ ହେବ ଆମ ପରିବାର ଉପରେ ଯେଉଁଭଳି ଆକ୍ରମଣ କରାଗଲା ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଲୋକେ ମୋ ସ୍ୱାମୀଙ୍କୁ ତଳକୁ ଟାଣିବାକୁ ଚାହୁଁଛନ୍ତି।  ହେଲେ ସେ କାମ କରୁଥିବା ସଂସ୍ଥାକୁ ତଳକୁ ଖସାଇ ଦେବେ ନାହିଁ। ନଚେତ ସଂସ୍ଥା ଉପରୁ ଲୋକଙ୍କ ଭରସା ଉଠିଯିବ । ସମୀରଙ୍କ ପତ୍ନୀ  କ୍ରାନ୍ତି ରେଡକର ଏବଂ ତାଙ୍କ ଶ୍ୱଶୁର  ଧ୍ୟାନଦେବ କଚୁର୍ଜୀ କେନ୍ଦ୍ର  ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ରାମଦାସ ଆଠୱାଲେଙ୍କୁ ଭେଟି ସମସ୍ତ ଦଲିଲ ଦେଖାଇଛନ୍ତି।  ସମୀରଙ୍କ ବିରୋଧରେ ଆସିଥିବା ଅଭିଯୋଗ ଭିତ୍ତିହୀନ ବୋଲି କ୍ରାନ୍ତି ରେଡ୍ଡିକର କହଇଚନ୍ତି। ଏହା ପୂର୍ବରୁ ସେ ଏବାବଦରେ  ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ମଧ୍ୟ ଲେଖିଥିଲେ।

ଏହା ନ୍ୟାୟ ପାଇଁ ସଂଗ୍ରାମ। ମୁଁ ମୁଖ୍ୟମନ୍ତ୍ରୀଙ୍କୁ ସମର୍ଥନ ମାଗିଥିଲି। ଯଦି ମୋତେ ଡାକରା ଆସେ, ମୁଁ ଯାଇ ତାଙ୍କୁ ଭେଟିବି ବୋଲି ସେ କହିଛନ୍ତି। ସେପଟେ ମୁମ୍ବାଇ ଡ୍ରଗ୍ସ ପାର୍ଟି ମାମଲାରେ ଶାହରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ଙ୍କୁ ଜାମିନ ମିଳି ସାରିଛି। ସେ ଜେଲ୍‌ରୁ ମୁକୁଳି ସାରିଛନ୍ତି। କିନ୍ତୁ ମହାରାଷ୍ଟ୍ରର ମନ୍ତ୍ରୀ ନୱାବ ମଲିକଙ୍କ ବୟାନବାଜି ଯୋଗୁଁ ଏହି ମାମଲା ଏବେବି ଚର୍ଚ୍ଚାରେ ରହିଛି। ଗତ କିଛି ଦିନ ହେବ ନୱାବ ମଲିକ ବିଜେପି ନେତା ମୋହିତ କାମ୍ବୋଜ ଏବଂ ତାଙ୍କ ପରିବାର ବିରୋଧରେ କ୍ରମାଗତ ଭାବେ ଅଭିଯୋଗ ଆଣିଥିଲେ।

ମୁମ୍ବାଇ ଡ୍ରଗ୍ସ ମାମଲାରେ ମଧ୍ୟ ତାଙ୍କ ପରିବାର ସହ କନେକସନ୍‌ ଥିବା କଥା ଉଠାଇଥିଲେ। ତେଣୁ ମନ୍ତ୍ରୀ ନୱାବ ମଲିକଙ୍କଙ୍କ ନାଁରେ ୧୦୦ କୋଟି ଟଙ୍କା ମାନହାନି ମକଦ୍ଦମା କରିଛନ୍ତି  ବିଜେପି ନେତା ମୋହିତ କାମ୍ବୋଜ। ଉଲ୍ଲେଖ ଯୋଗ୍ୟ ଯେ, ଏନସିବି କ୍ରୁଜ୍ ଉପରେ ଚଢ଼ାଉ କରି ଅନେକ ଲୋକଙ୍କୁ ଅଟକ ରଖିଥିଲା, ସେତେବେଳେ ନୱାବ ମଲ୍ଲିକ୍ କହିଥିଲେ ଯେ ୮ ଜଣଙ୍କ ବଦଳରେ ଏନ୍‌ସିବି ୧୧ ଜଣଙ୍କୁ ଅଟକ ରଖିଥିଲା। କିନ୍ତୁ ପରେ ବିଜେପି ନେତାଙ୍କ ଏକ ଫୋନ୍‌ ଆସିବା ପରେ ତିନି ଜଣଙ୍କୁ ଏନ୍‌ସିବି ଛାଡି ଦେଇଥିଲା। ଛଡା ଯାଇଥିବା ଲୋକଙ୍କ ମଧ୍ୟରେ ବିଜେପି ନେତା ମୋହିତଙ୍କ ଶଳା ମଧ୍ୟ ଥିଲେ ବୋଲି ନୱାବ ମଲିକ ଅଭିଯୋଗ କରିଥିଲେ। ଏହାକୁ ନେଇ ଏବେ ନୱାବ ମଲିକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବିଜେପି ନେତା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story