ଏସବିଆଇ ମୁଖ୍ୟ ଶାଖାରେ ଆଜିଠାରୁ ପ୍ରପଟି ଏକ୍ସପୋ

ଭୁବନେଶ୍ୱର: ଆଜିଠାରୁ ୧୩ ତାରିଖ ପର୍ଯ୍ୟନ୍ତ ଷ୍ଟେଟ୍‌ବ୍ୟାଙ୍କ ଅଫ ଇଣ୍ଡିଆ ଭୁବନେଶ୍ୱର ଆଞ୍ଚଳିକ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ପ୍ରପଟି ଏକ୍ସପୋ ଅନୁଷ୍ଠିତ ହେବ। ଏଥିରେ ରାଜ୍ୟର ପ୍ରତିଷ୍ଠିତ ୪୦ଟି ବିଲଡର ସଂସ୍ଥା ସେମାନଙ୍କ ବିଭିନ୍ନ ଗୃହ ପ୍ରୋଜେକ୍ଟର ସବିଶେଷ ବିବରଣୀ, ଡିଜାଇନ ଓ ମୂଲ୍ୟ ପ୍ରଦର୍ଶନ କରିବେ। ଗୃହ କିଣିବାକୁ ଆଗ୍ରହୀ ଗ୍ରାହକ ଏହି ଏକ୍ସପୋରେ ନିଜ ପସନ୍ଦ ଅନୁଯାୟୀ ବୁକିଂ କରିପାରିବେ। ସମସ୍ତ ପ୍ରୋଜେକ୍ଟ ପାଇଁ ଏସ୍‌ବିଆଇ ଗୃହ ପକ୍ଷରୁ ଋଣ ପ୍ରଦାନ କରାଯିବ। ପୁରଷଙ୍କ […]

sbi

Rakesh Mallick
  • Published: Thursday, 10 November 2016
  • , Updated: 10 November 2016, 07:52 PM IST

ଭୁବନେଶ୍ୱର: ଆଜିଠାରୁ ୧୩ ତାରିଖ ପର୍ଯ୍ୟନ୍ତ ଷ୍ଟେଟ୍‌ବ୍ୟାଙ୍କ ଅଫ ଇଣ୍ଡିଆ ଭୁବନେଶ୍ୱର ଆଞ୍ଚଳିକ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ପ୍ରପଟି ଏକ୍ସପୋ ଅନୁଷ୍ଠିତ ହେବ। ଏଥିରେ ରାଜ୍ୟର ପ୍ରତିଷ୍ଠିତ ୪୦ଟି ବିଲଡର ସଂସ୍ଥା ସେମାନଙ୍କ ବିଭିନ୍ନ ଗୃହ ପ୍ରୋଜେକ୍ଟର ସବିଶେଷ ବିବରଣୀ, ଡିଜାଇନ ଓ ମୂଲ୍ୟ ପ୍ରଦର୍ଶନ କରିବେ।

ଗୃହ କିଣିବାକୁ ଆଗ୍ରହୀ ଗ୍ରାହକ ଏହି ଏକ୍ସପୋରେ ନିଜ ପସନ୍ଦ ଅନୁଯାୟୀ ବୁକିଂ କରିପାରିବେ।

ସମସ୍ତ ପ୍ରୋଜେକ୍ଟ ପାଇଁ ଏସ୍‌ବିଆଇ ଗୃହ ପକ୍ଷରୁ ଋଣ ପ୍ରଦାନ କରାଯିବ। ପୁରଷଙ୍କ ପାଇଁ ୯.୧୫ ଓ ମହିଳାଙ୍କ ପାଇଁ ୯.୧୦ ପ୍ରତିଶତ ସୁଧରେ ଗୃହ ଋଣ ନେଇ ପାରିବେ।

Related story