ଅନ୍ଧାରୀ ମୂଲକରେ ଆକାଶରେ ଉଡ଼ିବାର ସ୍ୱପ୍ନ, ବିମାନରେ ବସି ପାଠପଢ଼ିଲେ ପିଲା

ମାଲକାନଗିରି (ଜିତେନ୍ଦ୍ର ବେଉରା):ଉଡାଜାହାଜରେ ବସି ପାଠପଢିଲେ ଛାତ୍ରଛାତ୍ରୀ। ଆଜ୍ଞା, ହଁ ଆପଣ ଠିକ୍ ଶୁଣିଲେ । କିନ୍ତୁ ଆକାଶରେ ନୁହେଁ ସ୍କୁଲରେ। ମାଲକାନଗିରି ଜିଲ୍ଲାର ଆଦିବାସୀ ଛାତ୍ରଛାତ୍ରୀ ଏହି ଉଡାଜାଜାରରେ ବସି ପାଠ ପଢ଼ିଛନ୍ତି । ତେବେ ଏହା ସତସତିକା ଏରୋପ୍ଲେନ ନୁହଁ । ବିଦ୍ୟାଳୟର ଶ୍ରେଣୀଗୃହକୁ ଏରୋପ୍ଲେନ ସଦୃଶ ପ୍ରସ୍ତୁତ କରାଯାଇଛି । ଯାହା ବେଶ୍ ଆକର୍ଷିତ ହେବା ସହ ରୋମାଞ୍ଚକର ଲାଗୁଛି।  ତେବେ ଆସନ୍ତୁ ନଜର ପକାଇବା ମାଲକାନଗିରିର ଚାଲାଣଗୁଡ଼ା କସ୍ତୁରବାଗାନ୍ଧି  ବିଦ୍ୟାଳୟରର ସେହି […]

4321

4321

Tapas Behera
  • Published: Saturday, 26 October 2019
  • Updated: 26 October 2019, 06:21 PM IST

Sports

Latest News

ମାଲକାନଗିରି (ଜିତେନ୍ଦ୍ର ବେଉରା):ଉଡାଜାହାଜରେ ବସି ପାଠପଢିଲେ ଛାତ୍ରଛାତ୍ରୀ। ଆଜ୍ଞା, ହଁ ଆପଣ ଠିକ୍ ଶୁଣିଲେ । କିନ୍ତୁ ଆକାଶରେ ନୁହେଁ ସ୍କୁଲରେ। ମାଲକାନଗିରି ଜିଲ୍ଲାର ଆଦିବାସୀ ଛାତ୍ରଛାତ୍ରୀ ଏହି ଉଡାଜାଜାରରେ ବସି ପାଠ ପଢ଼ିଛନ୍ତି । ତେବେ ଏହା ସତସତିକା ଏରୋପ୍ଲେନ ନୁହଁ । ବିଦ୍ୟାଳୟର ଶ୍ରେଣୀଗୃହକୁ ଏରୋପ୍ଲେନ ସଦୃଶ ପ୍ରସ୍ତୁତ କରାଯାଇଛି । ଯାହା ବେଶ୍ ଆକର୍ଷିତ ହେବା ସହ ରୋମାଞ୍ଚକର ଲାଗୁଛି।  ତେବେ ଆସନ୍ତୁ ନଜର ପକାଇବା ମାଲକାନଗିରିର ଚାଲାଣଗୁଡ଼ା କସ୍ତୁରବାଗାନ୍ଧି  ବିଦ୍ୟାଳୟରର ସେହି ଶ୍ରେଣୀଗୃହ ଉପରେ।

ମାଲକାନଗିରିରେ ପ୍ଲେନ ସେବା । ତାହା ପୁଣି ବିନା ଏୟାରପୋର୍ଟରେ।  ଆଉ ଏହି ଉଡାଜାହଜ ଭିତରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ।  ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ, ଏଭଳି ଏରୋପ୍ଲେନ ସଦୃଶ୍ୟ ସ୍କୁଲ ଗୃହକୁ ନେଇ ଏବେ ଚର୍ଚ୍ଚାରେ ମାଲକାନଗିରି ଜିଲ୍ଲା ଚାଲାଣଗୁଡ଼ାର କସ୍ତୁରବା ଗାନ୍ଧି ଉଚ୍ଚ ପ୍ରାଥମିକ ବାଳିକା ବିଦ୍ୟାଳୟ । ଶ୍ରେଣୀ ଗୃହ କାନ୍ଥରେ ଏରୋପ୍ଲେନ୍‌ର ଚିତ୍ର ଅଙ୍କାଯାଇଥିବାବେଳେ, ଶ୍ରେଣୀ  ଗୃହକୁ ପ୍ରବେଶ ଓ ପ୍ରସ୍ଥାନ ବେଳେ ଏହା ଏରୋପ୍ଲେନ୍‌ ଭ୍ରମ ସୃଷ୍ଟି କରୁଛି।  ଛାତ୍ରଛାତ୍ରୀ ବି ଏଭଳି ଶ୍ରେଣୀ ଗୃହରେ ପାଠ ପଢିବାକୁ ବେଶ ଆଗ୍ରହ ପ୍ରକାଶ କରୁଥିବା କହିଛନ୍ତି।  ଯେଉଁ ଛାତ୍ରଛାତ୍ରୀମାନେ ଉଡାଜାହଜ ଦେଖି ନଥିଲେ ସେମାନେ ଉଡାଜାହାଜ ସଦୃଶ୍ୟ କ୍ଲାସ ରୁମରେ ପାଠ ପଢିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି।

ଛାତ୍ରଛାତ୍ରୀ ଏରୋପ୍ଲେନ ଦେଖିନଥିବାରୁ ଶିକ୍ଷା ବିଭାଗ କର୍ତ୍ତୃପକ୍ଷ ଏଭଳି କ୍ଲାସରୁମ ତିଆରି କରିଛନ୍ତି।  ପିଲାଙ୍କ ମଧ୍ୟରେ ପାଠ ପଢିବାକୁ ଆଗ୍ରହ ସୃଷ୍ଟି କରିବାକୁ ସ୍କୁଲ ତରଫରୁ ଏଭଳି ଶ୍ରେଣୀଗୃହ ପ୍ରସ୍ତୁତ କରାଯାଇଛି।  ପୂର୍ବରୁ ଜିଲ୍ଲାର ବୁଟିଗୁଡ଼ା ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀଗୃହକୁ ରେଳଡବା ସଦୃଶ ପ୍ରସ୍ତୁତ କରି ଚର୍ଚ୍ଚାରେ ଆସିଥିଲା ଶିକ୍ଷା ବିଭାଗ।  ମାଲକାନଗିରିର ଆଦିବାସୀ ଛାତ୍ରୀ ଅନୁପ୍ରିୟା ଲାକ୍ରା ଜିଲ୍ଲାର ପ୍ରଥମ ମହିଳା ପାଇଲଟ ଭାବେ ଯୋଗଦେବାପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିମାନକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି।  ଏଭଳି ଚିତ୍ର ପିଲାଙ୍କୁ ସ୍କୁଲ ମୁହାଁ କରାଇବା ଏବଂ ସାଧାରଣ ଜ୍ଞାନ ବଢ଼ାଇବାରେ ସହାୟକ ହେବ ବୋଲି ଆଶା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story