ତୋ ପାଇଁ ଆଜି ମରୁଛି ଜ୍ୟୋତି......

  ବାଲୁଗାଁ(ଓଡ଼ିଶା ରିପୋର୍ଟର): ତୋ ପାଇଁ ଆଜି ମରୁଛି ଜ୍ୟୋତି। ଦେଖେ ଜ୍ୟୋତି ତତେ ବହୁତ ଭଲ ପାଉଥିଲି ମୁଁ। ସତକଥା ତୁ ଜାଣିପାରୁନୁ। ବାଧ୍ୟ ହୋଇ ଏପରି ନିଷ୍ପତ୍ତି ନେଲି। ମୁଁ ଭାବିଲି ମୁଁ ମରିଗଲେ ସବୁ ଠିକ୍ ହୋଇଯିବ।…….. ପ୍ରେମୀକା ପ୍ରେମ କଲାନି। ଚାକିରି ପାଇବା ପରେ ଭୁଲି ଗଲା। ତେଣୁ ଜଣେ ଯୁବକ ମାନସୀକ ଭାରସାମ୍ୟ ହରାଇ ଏମିତି ଅନେକ କିଛି ଲେଖିବା ପରେ ଆତ୍ମହତ୍ୟା କରିଛନ୍ତି। ମୃତକ ଜଣକ ବାଣପୁର ଥାନା […]

sisid

sisid

Niranjan Mishra
  • Published: Sunday, 28 August 2022
  • Updated: 28 August 2022, 08:14 PM IST

Sports

Latest News

ବାଲୁଗାଁ(ଓଡ଼ିଶା ରିପୋର୍ଟର): ତୋ ପାଇଁ ଆଜି ମରୁଛି ଜ୍ୟୋତି। ଦେଖେ ଜ୍ୟୋତି ତତେ ବହୁତ ଭଲ ପାଉଥିଲି ମୁଁ। ସତକଥା ତୁ ଜାଣିପାରୁନୁ। ବାଧ୍ୟ ହୋଇ ଏପରି ନିଷ୍ପତ୍ତି ନେଲି। ମୁଁ ଭାବିଲି ମୁଁ ମରିଗଲେ ସବୁ ଠିକ୍ ହୋଇଯିବ।........

ପ୍ରେମୀକା ପ୍ରେମ କଲାନି। ଚାକିରି ପାଇବା ପରେ ଭୁଲି ଗଲା। ତେଣୁ ଜଣେ ଯୁବକ ମାନସୀକ ଭାରସାମ୍ୟ ହରାଇ ଏମିତି ଅନେକ କିଛି ଲେଖିବା ପରେ ଆତ୍ମହତ୍ୟା କରିଛନ୍ତି। ମୃତକ ଜଣକ ବାଣପୁର ଥାନା ପଦନପୁର ଗାଁ’ର ରଞ୍ଜିତ କୁମାର ଲେଙ୍କା। ଗତକାଲି ସଂଧ୍ୟାରେ ୧୬ ନଂ ଜାତୀୟ ରାଜପଥ ସରନଇ ଛକ ନିକଟ ଓଭରବ୍ରିଜ ନଦୀ କୂଳରୁ ତାଙ୍କ ମୃତଦେହ ଜବତ ହୋଇଛି।

ଏକଦା ପ୍ରେମ ଜାଲରେ ଛନ୍ଦି ଥିବା ଜଣେ ଯୁବତୀ ପ୍ରତାରଣା କରିବାରୁ ପୁଅ ଜୀବନ ହାରିଲା ବୋଲି ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ଏଥିସବୁ ସେ ଆତ୍ମହତ୍ୟା ପୂର୍ବରୁ ଲେଖିଥିବା ସୁଇସାରଡ୍ ନୋଟ୍‌କୁ ଜଣାପଡ଼ିଛି ବୋଲି ପରିବାର ଲୋକେ କହିଛନ୍ତି।

ସୁଇସାଇଡ୍ ନୋଟ୍‌ରେ ଆହୁରି ଲେଖା ଅଛି, ତୁ ଯେତେବେଳେ ଯାହା ବି କହିଛୁ ମୁଁ ଦେଇଛି ନା ନାହିଁ ତତେ, ତୁ କହିଲୁ। ଗୋଟେ କଥା ଭାବିଲୁ, ତୁ ଯୋଉ ଘରେ ରହୁଛୁ, ତୋ ସ୍ୱ ଘର ନିଜ ପଇସାରେ କରିଛୁ କି, ମୋ ପଇସା ବି ସେଥିରେ ଲାଗି ଛି। ତମେ ଯେଉଁ ୩ ଜଣ ମୋବାଇଲ ଧରିଛ, ସେଇଟା କ’ଣ ନିଜ ପଇସାରେ କିଣିଛ କି, ତାହା ହେଲେ ଏବେ ଗର୍ବ କ’ଣ ପାଇଁ କରୁଛୁ? ବହୁତ ଥର ଚେଷ୍ଟା କରିଛି, ମରିବାକୁ ସୁଯୋଗ ପାଉ ନ ଥିଲି। ଯାଉଛି ଯଦି କ’ଣ ଭୁଲ କରିଥିବି...ତୋ ଯୋଗୁ ଜୀବନରେ ଖୁସି ବୋଲି କ’ଣ କିଛି ଜାଣି ପାରିଲିନି। ଯାଉଛି...

ଏହି ସୁଇସାଇଡ୍ ନୋଟ୍‌କୁ ପରିବାର ଲୋକେ ଏତଲାରେ ଯୋଡ଼ି ପୁଲିସକୁ ଦେଇଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।

ସୂଚନା ମୁତାବକ, ଯୁବକ ଜଣକ ୨୬ ତାରିଖରୁ ନିଖୋଜ ହୋଇଯାଇଥିଲେ। ଘରଲୋକେ ଖୋଜାଖୋଜି କରିବାପରେ ଘର ଅଲମିରାରୁ ଏକ ସୁଇସାଇଡ୍ ନୋଟ ପାଇଥିଲେ। ପରେ ଏନେଇ ଏହିଦିନ ବାଣପୁର ଥାନାରେ ପରିବାର ଲୋକେ ଅଭିଯୋଗ କରିଥିଲେ। ତେବେ ଦିନକ ପରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତଦେହ ନିକଟରୁ ଏକ ବାଇକ୍ ମଧ୍ୟ ଜବତ ହୋଇଛି।

ମୃତ ରଞ୍ଜିତର ଭାଇ ଟୁଲୁରାମ ଲେଙ୍କା କହିଛନ୍ତି, ରଞ୍ଜିତ ଦୀର୍ଘ ଦିନଧରି ଜଣେ ଯୁବତୀଙ୍କୁ ଭଲପାଇ ଆସୁଥିଲେ। ସେ ଏକ ଛୋଟ ଦୋକାନ କରିଥିଲେ। ଏଥିରୁ ମିଳୁଥିବା ଆୟରୁ ଯୁବତୀଙ୍କ ସମସ୍ତ ପାଠପଢା ଖର୍ଚ୍ଚ ସହ ଅନ୍ୟାନ୍ୟ ଖର୍ଚ୍ଚ ଦେଉଥିଲେ। ହେଲେ କୌଣସି କାରଣକୁ ନେଇ ମାନସୀକ ଆଘତ ପାଇବା ପରେ ସେ ଆତ୍ମହତ୍ୟା କରିଛନ୍ତି। ଏ ବାବଦରେ ଓ ସମ୍ପୃକ୍ତ ଯୁବତୀଙ୍କ ନାମ ସହିତ ଠିକଣା ସୁଇସାଇଡ୍ ନୋଟରେ ରହିଛି। ତେଣୁ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଅଭିଯୋଗ ହୋଇଛି।

ସେପଟେ ଯୁବକ ଜଣକ ସୁଇସାଇଡ୍ ନୋଟ୍‌ରେ ନିଜ ଭଉଣୀଙ୍କ ନାମ ଉଲ୍ଲେଖ କରି ତାଙ୍କ ମୃତ ଖବର ସମ୍ପର୍କରେ ସମ୍ପୃକ୍ତ ଯୁବତୀଙ୍କୁ ଫୋନ୍ କରି ଜଣାଇ ଦେବାକୁ ସୂଚାଇ ଦେଇଛନ୍ତି। ଯୁବତୀଙ୍କ ଫୋନ୍ ନମ୍ବର ଏହି ନୋଟ୍‌ରେ ଉଲ୍ଲେଖ କରିଛନ୍ତି। ଏଥିସହ ସେ ବିଭିନ୍ନ ଲୋକଙ୍କୁ ଦେଇଥିବା ଋଣ ଟଙ୍କା ସୁଧ ସହ ଅସୁଲ କରିବା ନିମନ୍ତେ ଭଉଣୀଙ୍କୁ ୩ ପୃଷ୍ଠା ସମ୍ବଳିତ ସୁଇସାଇଡ୍ ନୋଟ୍‌ରେ ଜଣାଇଛନ୍ତି। ଋଣ ନେଇଥିବା ଲୋକଙ୍କ ନାମ ଓ ଋଣ ପରିମାଣ ଏଥିରେ ଉଲ୍ଲେଖ ରହିଛି।

ଏଭଳି ଘଟଣା ପରେ ଯୁବକଙ୍କ ପରିବାର ଓ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story