ରାଜଧାନୀରୁ ଚିହ୍ନଟ ହେଲେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ, ୮ରେ ପହଞ୍ଚିଲା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଡରାଇବା ଆରମ୍ଭ କଲାଣି ମକ୍ସିପକ୍ସ ସଂକ୍ରମଣ। ମକ୍ସିପକ୍ସ ପାଇଁ ସରକାର ସମସ୍ତଙ୍କୁ ସତର୍କ ରହିବାକୁ କହିଥିବା ବେଳେ ଏବେ ଦେଶର ରାଜଧାନୀ ଦିଲ୍ଲୀରୁ ପୁଣିଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ମଙ୍କିପକ୍ସ ଆକ୍ରାନ୍ତ ସଂଖ୍ୟା ୮ରେ ପହଞ୍ଚିଛି। ସେହିପରି ଦିଲ୍ଲୀରେ ଏହି ସଂଖ୍ୟା ୩ ଛୁଇଁଛି। ସ୍ଥିତିକୁ ଦେଖି ମକ୍ସିପକ୍ସର ଚିକିତ୍ସା ଓ ଟିକା ବିକଶିତ କରିବାକୁ ସରକାର ଗୋଟିଏ ଟାକ୍ସଫୋର୍ସ ଗଠନ କରିଛନ୍ତି। ମକ୍ସିପକ୍ସ ପାଇଁ ଟାକ୍ସଫୋର୍ସ ଗଠନ ହୋଇଥିବା […]

Monkeypox

Monkeypox

Hemant Lenka
  • Published: Tuesday, 02 August 2022
  • Updated: 02 August 2022, 05:40 PM IST

Sports

Latest News

ନୂଆଦିଲ୍ଲୀ: ଡରାଇବା ଆରମ୍ଭ କଲାଣି ମକ୍ସିପକ୍ସ ସଂକ୍ରମଣ। ମକ୍ସିପକ୍ସ ପାଇଁ ସରକାର ସମସ୍ତଙ୍କୁ ସତର୍କ ରହିବାକୁ କହିଥିବା ବେଳେ ଏବେ ଦେଶର ରାଜଧାନୀ ଦିଲ୍ଲୀରୁ ପୁଣିଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ମଙ୍କିପକ୍ସ ଆକ୍ରାନ୍ତ ସଂଖ୍ୟା ୮ରେ ପହଞ୍ଚିଛି। ସେହିପରି ଦିଲ୍ଲୀରେ ଏହି ସଂଖ୍ୟା ୩ ଛୁଇଁଛି। ସ୍ଥିତିକୁ ଦେଖି ମକ୍ସିପକ୍ସର ଚିକିତ୍ସା ଓ ଟିକା ବିକଶିତ କରିବାକୁ ସରକାର ଗୋଟିଏ ଟାକ୍ସଫୋର୍ସ ଗଠନ କରିଛନ୍ତି। ମକ୍ସିପକ୍ସ ପାଇଁ ଟାକ୍ସଫୋର୍ସ ଗଠନ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ସୂଚନା ଦେଇଛନ୍ତି।

ରାଜ୍ୟସଭାରେ ମନ୍ତ୍ରୀ ମାଣ୍ଡଭୀୟ କହିଛନ୍ତି, “ମଙ୍କିପକ୍ସ କୌଣସି ନୂଆ ଭାଇରସ ନୁହେଁ। ଭାରତ ଓ ଦୁନିଆ ପାଇଁ ଏହା ନୂଆ ନୁହେଁ। ୧୯୭୦ରୁ ଆଫ୍ରିକା ସମେତ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଏହି ଭାଇରସକୁ ଠାବ କରାଯାଇଛି। ଚଳିତ ବର୍ଷ ମେ’ ମାସରେ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହେବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ଗୁରୁତ୍ୱର ସହ ନେଇଥିଲା।

ଭାରତ ମଧ୍ୟ ତା’କୁ ଆଧାର କରି ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଡିପ କଣ୍ଟାକ୍ଟ ବା ମା’ ଠାରୁ ଛୁଆକୁ ଏବଂ ସ୍ୱାମୀ ଠାରୁ ସ୍ତ୍ରୀକୁ ଏହି ରୋଗ ବ୍ୟାପିବାର ଆଶଙ୍କା ରହିଛି। କୋଭିଡ ଭଳି ଏହି ରୋଗର ମୁକାବିଲା ପାଇଁ ପୂର୍ବରୁ ପ୍ରସ୍ତୁତି କରାଯାଇଛି। ମେ’ ମାସରେ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ମଙ୍କିପକ୍ସ ଚିହ୍ନଟ ହୋଇଥିବା ବେଳେ ଭାରତରେ ପ୍ରଥମ ମାମଲା ଜୁଲାଇ ୧୪ରେ କେରଳରୁ ସାମ୍ନାକୁ ଆସିଥିଲା।

ହେଲେ ତା’ ପୂର୍ବରୁ ଅର୍ଥାତ ମେ’ ୩୧ରେ ଆମେ ସବୁ ରାଜ୍ୟକୁ ସତର୍କ ରହିବାକୁ କହିଥିଲୁ। ଏଯାଏ ଦେଶରେ ୮ ଜଣ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣ ବିଦେଶରୁ ଫେରିଥିଲେ। ମଙ୍କିପକ୍ସକୁ ନେଇ କେହି ବି ଆତଙ୍କିତ ହେବା ଦରକାର ନାହିଁ।”

ଆଜି ଦିଲ୍ଲୀରୁ ଚିହ୍ନଟ ହୋଇଥିବା ମଙ୍କିପକ୍ସ ଆକ୍ରାନ୍ତ ଜଣଙ୍କ ବୟସ ୩୫ ବର୍ଷ। ସେ ଜଣେ ବିଦେଶୀ ନାଗରିକ ହୋଇଥିବା ବେଳେ ଦିଲ୍ଲୀକୁ ଆସିଥିଲେ। ଟେଷ୍ଟ ବେଳେ ତାଙ୍କ ଶରୀରରୁ ମଙ୍କିପକ୍ସ ଭାଇରସ ଠାବ ହୋଇଛି। ଗତକାଲି ଠାରୁ ଏହି ବ୍ୟକ୍ତି ଜଣଙ୍କ ଏଲଏନଜେପି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story