କାର ଉପରେ ମାଡ଼ିଗଲା ବସ୍‌, ୩ ମୃତ

ନୂଆଦିଲ୍ଲୀ: ହଙ୍ଗକଙ୍ଗରେ ରହୁଥିଲେ। ବ୍ୟବସାୟ କରୁଥିଲେ। ନିଜ ପରିବାର ରହୁଥିବା ଭାରତକୁ ଫେରିଥିଲେ। କିନ୍ତୁ ହଙ୍ଗକଙ୍ଗ ଫେରିବାର ଆଉ ଭାଗ୍ୟ ନଥିଲା। ଏକ ସଡ଼କ ଦୁର୍ଘଟଣାରେ ଚାଲିଗଲା ଜୀବନ। ସୋମବାର ଦିଲ୍ଲୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ କାର ଉପରେ ବସ୍‌ ମାଡ଼ିଯିବାରୁ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି।  ନନଗ୍ଲି ପୁନା ରାଜପଥରେ ଦିଲ୍ଲୀର ସରକାରୀ ବସ୍ ଧକ୍କାରେ ଏହି ଅଘଟଣ ଘଟିଛି। ଏହି କାରରେ ଜଣେ ଛୋଟ […]

accident

accident

Tapas Behera
  • Published: Monday, 25 July 2022
  • Updated: 25 July 2022, 05:22 PM IST

Sports

Latest News

ନୂଆଦିଲ୍ଲୀ: ହଙ୍ଗକଙ୍ଗରେ ରହୁଥିଲେ। ବ୍ୟବସାୟ କରୁଥିଲେ। ନିଜ ପରିବାର ରହୁଥିବା ଭାରତକୁ ଫେରିଥିଲେ। କିନ୍ତୁ ହଙ୍ଗକଙ୍ଗ ଫେରିବାର ଆଉ ଭାଗ୍ୟ ନଥିଲା। ଏକ ସଡ଼କ ଦୁର୍ଘଟଣାରେ ଚାଲିଗଲା ଜୀବନ। ସୋମବାର ଦିଲ୍ଲୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ କାର ଉପରେ ବସ୍‌ ମାଡ଼ିଯିବାରୁ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି।  ନନଗ୍ଲି ପୁନା ରାଜପଥରେ ଦିଲ୍ଲୀର ସରକାରୀ ବସ୍ ଧକ୍କାରେ ଏହି ଅଘଟଣ ଘଟିଛି। ଏହି କାରରେ ଜଣେ ଛୋଟ ଶିଶୁ ସମେତ ୫ ଜଣ ଥିଲେ। ଆହତମାନଙ୍କୁ ବାବୁ ଜାଗିବନ ହସପିଟାଲକୁ ନିଆଯାଇଥିଲା।

ସେଠାରେ ଡାକ୍ତର ୩ ଜଣଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।  ଉକ୍ତ କାରଟି ହିମାଚଳପ୍ରଦେଶରୁ ଫେରୁଥିଲା। ତେବେ ସେମାନଙ୍କ ମଧ୍ୟରେ ଗୁରୁତର ହୋଇଥିବା ୨ ବର୍ଷର ଛୁଆ ଜଣକ ହେଉଛନ୍ତି ଅଥର୍ବ।  ତାକୁ ବାବୁ ଜାଗିବନ ହସପିଟାଲରୁ ଫୋରତିଶ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଅଗଷ୍ଟ ୩ରେ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା

୨ ଜଣ ହଙ୍ଗକଙ୍ଗକୁ ଫେରିଯିବାର ଥିଲା। ହଙ୍ଗକଙ୍ଗରେ ଉଭୟଙ୍କର ହୋଟେଲ ବ୍ୟବସାୟ ରହିଛି। ସେମାନେ ଭାରତରେ ରହୁଥିବା ତାଙ୍କ ପରିବାର ସଦସ୍ୟଙ୍ଗୁ ଭେଟିବା ପାଇଁ ଆସିଥିଲେ। ସେମାନେ ହିମାଚଳପ୍ରଦେଶରୁ ଫେରୁଥିଲା ବେଳେ ବାଟରେ ଏହି ଦୁର୍ଘଟଣା ଘଟିଥିଲା। ଯେଉଁଥିରେ ୩ ଜଣଙ୍କର ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story