ଇନ୍ଦ୍ର ଦେବତାଙ୍କ ନାମରେ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ !

ଲକ୍ଷ୍ନୌ: କୋପ କରିଛନ୍ତି ଇନ୍ଦ୍ର। ଦେଶର ଅନେକ ସ୍ଥାନରେ ପ୍ରବଳ ବର୍ଷା ଯୋଗୁ ଅବସ୍ଥା ବେହାଲ ହୋଇଥିବା ବେଳେ ଉତ୍ତରପ୍ରଦେଶରେ ଦେଖା ନାହିଁ। ବର୍ଷା ହେଉନଥିବାରୁ ଚାଷ ପ୍ରଭାବିତ ହୋଇଛି। ଏମିତିକି ଭରା ଶ୍ରାବଣରେ ମଧ୍ୟ ଜମି ଶୁଲା ରହିଛି।  ଅଭାବୀ ବର୍ଷା ଚାଷୀଙ୍କୁ ଚିନ୍ତାରେ ପକାଇଛି । ଜୁଲାଇ ସରି ଅଗଷ୍ଟ ହେବାକୁ ବସିଲାଣି  ହେଲେ ତଥାପି ରାଜ୍ୟରେ ବର୍ଷାର ଦେଖାନାହିଁ । ଯାହା ଫଳରେ ସାଧାରଣ ଜନତା ବହୁତ ଚିନ୍ତିତ। ଜୀବ-ଜନ୍ତୁ ଏବଂ ବିଲ-ବାଡ଼ି […]

Farmer

Farmer

Tapas Behera
  • Published: Thursday, 21 July 2022
  • Updated: 21 July 2022, 10:12 AM IST

Sports

Latest News

ଲକ୍ଷ୍ନୌ: କୋପ କରିଛନ୍ତି ଇନ୍ଦ୍ର। ଦେଶର ଅନେକ ସ୍ଥାନରେ ପ୍ରବଳ ବର୍ଷା ଯୋଗୁ ଅବସ୍ଥା ବେହାଲ ହୋଇଥିବା ବେଳେ ଉତ୍ତରପ୍ରଦେଶରେ ଦେଖା ନାହିଁ। ବର୍ଷା ହେଉନଥିବାରୁ ଚାଷ ପ୍ରଭାବିତ ହୋଇଛି। ଏମିତିକି ଭରା ଶ୍ରାବଣରେ ମଧ୍ୟ ଜମି ଶୁଲା ରହିଛି।  ଅଭାବୀ ବର୍ଷା ଚାଷୀଙ୍କୁ ଚିନ୍ତାରେ ପକାଇଛି । ଜୁଲାଇ ସରି ଅଗଷ୍ଟ ହେବାକୁ ବସିଲାଣି  ହେଲେ ତଥାପି ରାଜ୍ୟରେ ବର୍ଷାର ଦେଖାନାହିଁ । ଯାହା ଫଳରେ ସାଧାରଣ ଜନତା ବହୁତ ଚିନ୍ତିତ। ଜୀବ-ଜନ୍ତୁ ଏବଂ ବିଲ-ବାଡ଼ି ଉପରେ ଏହାର ବଡ଼ ପ୍ରଭାବ ପଡୁଛି। ଘରେ ରହୁଥିବା ମହିଳା ଏବଂ ଛୋଟ ଛୋଟ ପିଲାମାନେ ବ୍ୟତିବ୍ୟସ୍ତ ହୋଇ ପଡ଼ିଲେଣି। ଏଥିପାଇଁ ଦାୟୀ ଇନ୍ଦ୍ରଦେବତା। ତେଣୁ ତାଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି  ଉତ୍ତରପ୍ରଦେଶ ଗୋଣ୍ଡା ଜିଲ୍ଲାର ସୁମିତ କୁମାର ଯାଦବ ନାମକ ଜଣେ ବ୍ୟକ୍ତି ଏଭଳି ଅଭିଯୋଗ କରିଛନ୍ତି ।

ପ୍ରଶାସନର ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସମୟରେ ଗୋଣ୍ଡା ତହସିଲଦାରଙ୍କ ନିକଟକୁ ଏଭଳି ଏକ ଅଭିଯୋଗ ଆସିଥିଲା। ସୁମିତ ଯାଦବ ହେଉଛନ୍ତି ଜଣେ ଚାଷୀ। ଗୋଣ୍ଡା ଅଞ୍ଚଳରେ ବର୍ଷା ନହେବା କାରଣରୁ ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି । ବଡ଼ କଥା ହେଉଛି, ସ୍ଥାନୀୟ ପ୍ରଶାସନ ଏହି ଅଭିଯୋଗକୁ ଜିଲ୍ଲା ପ୍ରଶାସନଙ୍କ ପାଖକୁ ପଠାଇଦେଇଛି। ତେବେ ଜିଲ୍ଲା ପ୍ରଶାସନ ଏଭଳି ଅଭିଯୋଗକୁ ଗ୍ରହଣ ନକରିବା ସହ ଯିଏ ବି ଏଭଳି ବାଚଳାମି କରିଛନ୍ତି ତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ କହିଛନ୍ତି। ବର୍ଷା ଅଭାବରୁ ରାଜ୍ୟର କେତେକ ସ୍ଥାନରେ ବେଙ୍ଗ-ବେଙ୍ଗୁଲି ବାହାଘର ହୋଇଛି।

ରାଜ୍ୟର କେତେକ ସ୍ଥାନରେ  କାଁ ଭାଁ କିଛି ସ୍ଥାନରେ ଅଳ୍ପ ଅଳ୍ପ ବର୍ଷା ହେଉଛି । ହେଲେ ତାହା ଚାଷ ପାଇଁ ପର୍ଯ୍ୟପ୍ତ ନୁହେଁ । ବର୍ଷାର ଅଭାବ ସାଙ୍ଗକୁ କେନାଲରେ ପାଣି ଆସୁନଥିବାରୁ ଚିନ୍ତାରେ ପଡିଯାଇଛନ୍ତି ଚାଷୀକୂଳ । ବର୍ଷ ବର୍ଷ ଧରି କେନାଲର ତଳମୁଣ୍ଡରେ ଥିବା ଚାଷ ଜମିରେ ପାଣି ପହଞ୍ଚି ପାରୁନାହିଁ । ଯାହା  ଚାଷୀଙ୍କ ପାଇଁ ବୋଝ ଉପରେ ଲଳିତାବିଡା ସଦୃଶ ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story