ପରିବା ବିକିଲେ ଆଇଏଏସ୍ ଅ‍ଧିକାରୀ, ଜାଣନ୍ତୁ ଏହା ପଛର କାରଣ

ଲକ୍ଷ୍ନୌ: ପରିବା ବିକୁଛନ୍ତି ଆଇଏଏସ୍ ଅଧିକାରୀ। ଏମିତି ଏକ ଫଟୋ ସୋଶାଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି। ସେହି ଆଇଏଏସ୍ ଅଧିକାରୀ ଜଣକ ହେଉଛନ୍ତି ଅଖିଳେଶ ମିଶ୍ର, ଯାହାଙ୍କର ପରିବା ବିକ୍ରି କରୁଥିବାର ଫଟୋ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି। ଫଟୋ ଭାଇରାଲ୍ ହେବା ପରେ ଏହାକୁ ନେଇ ନାନା ପ୍ରତିକ୍ରିୟା ମିଳିଛି। ଏହି ଫଟୋକୁ ଦେଖିଲା ପରେ ଜଣଙ୍କ ମନରେ ନାନା ପ୍ରଶ୍ନ ଆସିବା ସ୍ୱାଭାବିକ। ହେଲେ ଯେତେବେଳେ ପରିବା ବିକ୍ରି କରିବାର ସତ୍ୟତା ସାମ୍ନାକୁ […]

ias-officer

ias-officer

Ranjit Kumar Jena
  • Published: Tuesday, 31 August 2021
  • Updated: 31 August 2021, 04:26 PM IST

Sports

Latest News

ଲକ୍ଷ୍ନୌ: ପରିବା ବିକୁଛନ୍ତି ଆଇଏଏସ୍ ଅଧିକାରୀ। ଏମିତି ଏକ ଫଟୋ ସୋଶାଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି। ସେହି ଆଇଏଏସ୍ ଅଧିକାରୀ ଜଣକ ହେଉଛନ୍ତି ଅଖିଳେଶ ମିଶ୍ର, ଯାହାଙ୍କର ପରିବା ବିକ୍ରି କରୁଥିବାର ଫଟୋ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି। ଫଟୋ ଭାଇରାଲ୍ ହେବା ପରେ ଏହାକୁ ନେଇ ନାନା ପ୍ରତିକ୍ରିୟା ମିଳିଛି।

ଏହି ଫଟୋକୁ ଦେଖିଲା ପରେ ଜଣଙ୍କ ମନରେ ନାନା ପ୍ରଶ୍ନ ଆସିବା ସ୍ୱାଭାବିକ। ହେଲେ ଯେତେବେଳେ ପରିବା ବିକ୍ରି କରିବାର ସତ୍ୟତା ସାମ୍ନାକୁ ଆସିଲା, ଲୋକେ ସେହି ଆଇଏଏସ୍ ଅଧିକାରୀଙ୍କ ଫ୍ୟାନ୍ ହୋଇଗଲେ।

ଅଖିଳେଶ ମିଶ୍ର ଉତ୍ତର ପ୍ରଦେଶ ପରିବହନ ବିଭାଗରେ ସ୍ପେଶାଲ ସେକ୍ରେଟାରୀ ଏବଂ ସିନିୟର ଆଇଏସଏସ୍ ଅଧିକାରୀ ଅଛନ୍ତି। ଯେତେବେଳେ ସୋଶାଲ ମିଡିଆରେ ତାଙ୍କର ପରିବା ବିକ୍ରି କରୁଥିବାର ଫଟୋ ଭାଇରାଲ୍ ହେଲା, ସେ ତୁରନ୍ତ ନିଜ ଫେସବୁକ୍ ପୋଷ୍ଟକୁ ଡିଲିଟ୍ କରିଦେଲେ। ହେଲେ ସେତେବେଳକୁ ତାଙ୍କ ପୋଷ୍ଟର ସ୍କ୍ରିନଶଟ୍ ଇଣ୍ଟରନେଟର ଭାଇରାଲ୍ ହୋଇସାରିଥିଲା। ଏହା ପରେ ଅଧିକାରୀ ଜଣକ ପରିବା କାହିଁକି ବିକୁଥିଲେ, ତା’ର ସ୍ପଷ୍ଟୀକରଣ ଦେଇଛନ୍ତି।

ଆଇଏଏସ୍ ଅଧିକାରୀ ମିଡିଆକୁ କହିଛନ୍ତି, 'ମୁଁ ସରକାରୀ କାମ ପାଇଁ ପ୍ରୟାଗରାଜ ଯାଇଥିଲି। ସେଠାରୁ ଲକ୍ଷ୍ନୌ ଫେରିବା ବାଟରେ ପରିବା କିଣିବାକୁ ଅଟକିଥିଲି। ଦେଖିଲି ଜଣେ ବୟସ୍କ ମହିଳା ପରିବା ବିକୁଛନ୍ତି। ପରିବା କିଣିବା ଭିତରେ ମହିଳା ଜଣକ ସାମାନ୍ୟ ଦୂରକୁ କୌଣସି କାମ ପାଇଁ ଚାଲିଗଲେ। ମୁଁ କିଏ ସେ ଜାଣିନଥିଲେ। ଯିବା ପୂର୍ବରୁ ସେ ମୋତେ ଦୋକାନକୁ ୫ ମିନିଟ୍ ପାଇଁ ଜଗିବାକୁ କହିଥିଲେ। ମୁଁ ମଧ୍ୟ ହଁ ମାରିଦେଲି।'

ଆଇଏସଏସ୍ ଅଧିକାରୀ ଅଖିଳେଶ ମିଶ୍ର ଆହୁରି କହିଛନ୍ତି, 'ମହିଳା ଜଣକ ଦୋକାନରୁ ଯିବା ପରେ କିଛି ଲୋକ ପରିବା କିଣିବାକୁ ଆସିଥିଲେ ଏବଂ ମଜାକରେ ମୁଁ ମନଇଚ୍ଛା ପରିବା ଦର କହିଥିଲି। ଏହାରି ଭିତରେ ମୋର ଜଣେ ବନ୍ଧୁ ଫଟୋ ଉଠାଇଥିଲେ ଏବଂ ଏହାକୁ ଫେସବୁକରେ ପୋଷ୍ଟ କରିଦେଲେ। ଯାହାକୁ ନେଇ ଲୋକେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେବାରେ ଲାଗିଛି। କିନ୍ତୁ ଏହି ଫଟୋକୁ ମୁଁ ତୁରନ୍ତ ଡିଲିଟ୍ କରିଦେଲି।'

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story