xiaomi ଆଣିଲା ଏହି ଫୋନ୍‌ର ସେଲ୍‌, ରହିଛି ୨ହଜାର ଟଙ୍କାର ରିହାତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): xiaomi ଭାରତୀୟ ବଜାରରେ ଏବେ ସବୁଠୁ ଲୋକପ୍ରିୟ ସ୍ମାର୍ଟ ଫୋନ୍‌ କମ୍ପାନୀ। ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଏହି କମ୍ପାନୀ ମଝିରେ ମଝିରେ ବିଭିନ୍ନ ଅଫର୍‌ ଆଣିଥାଏ।ଏବେ ପୁଣି ଏକ ଅଫର୍‌ ଆଣିଛି। କମ୍ପାନୀ Redmi 6Aର ସେଲ୍‌ ଘୋଷଣା କରିଛି। ଏହାକୁ ଫ୍ଲାସ୍‌ ସେଲ୍‌ରେ ଅନ୍‌ଲାଇନ୍‌ ସପିଂ ସାଇଟ୍‌ ଆମାଜନ୍‌ ଇଣ୍ଡିଆ ଓ କମ୍ପାନୀର ଅଫିସିଆଲ୍‌ ସାଇଟ୍‌ରେ ବିକ୍ରି କରାଯିବ। ଏହି ଫୋନ୍‌କୁ ଚଳିତ ବର୍ଷ  ୫,୯୯୯ ଟଙ୍କାରେ ଲଞ୍ଚ୍‌ କରାଯାଇଥିଲା। ଏହା 2GB […]

redmi

redmi

Chinmayee Roy
  • Published: Monday, 31 December 2018
  • Updated: 31 December 2018, 03:57 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): xiaomi ଭାରତୀୟ ବଜାରରେ ଏବେ ସବୁଠୁ ଲୋକପ୍ରିୟ ସ୍ମାର୍ଟ ଫୋନ୍‌ କମ୍ପାନୀ। ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଏହି କମ୍ପାନୀ ମଝିରେ ମଝିରେ ବିଭିନ୍ନ ଅଫର୍‌ ଆଣିଥାଏ।ଏବେ ପୁଣି ଏକ ଅଫର୍‌ ଆଣିଛି। କମ୍ପାନୀ Redmi 6Aର ସେଲ୍‌ ଘୋଷଣା କରିଛି। ଏହାକୁ ଫ୍ଲାସ୍‌ ସେଲ୍‌ରେ ଅନ୍‌ଲାଇନ୍‌ ସପିଂ ସାଇଟ୍‌ ଆମାଜନ୍‌ ଇଣ୍ଡିଆ ଓ କମ୍ପାନୀର ଅଫିସିଆଲ୍‌ ସାଇଟ୍‌ରେ ବିକ୍ରି କରାଯିବ।

ଏହି ଫୋନ୍‌କୁ ଚଳିତ ବର୍ଷ  ୫,୯୯୯ ଟଙ୍କାରେ ଲଞ୍ଚ୍‌ କରାଯାଇଥିଲା। ଏହା 2GB ରାମ୍‌ ସହ 16GB ଓ  32GB  ଷ୍ଟୋରେଜ୍‌ ଭ୍ୟାରିୟାଣ୍ଟରେ ଉପଲବ୍ଧ। ତେବେ ଆଜି ସେଲ୍‌ରେ କେବଳ ୧୬ ଜିବି ଭ୍ୟାରିୟାଣ୍ଟ ଉପଲବ୍ଧ ହେବ।

ଏହି ଫୋନ୍‌ ସହ no cost EMIର ଅଫର୍‌ ମଧ୍ୟ ରହିଛି। ଏଥିସହ ରିଲାଏନ୍ସ ଜିଓ ତରଫରୁ ୨,୨୦୦ ଟଙ୍କାର ଇନ୍‌ଷ୍ଟାଣ୍ଟ ଡିସ୍‌କାଉଣ୍ଟ ଓ 100GB 4G ଡାଟା ମଧ୍ୟ ମିଳିବ।

ଏହି ସ୍ମାର୍ଟ ଫୋନ୍‌ର ସ୍ପେସିଫିକେସନ୍‌ କଥା କହିଲେ, ଏଥିରେ MediaTek Helio A22 ପ୍ରୋସେସର୍‌ ଦିଆଯାଇଛି। ଏହା ଆଣ୍ଡ୍ରଏଡ୍ ୮.୧ ଓରିଓ ଭର୍ସନ୍‌ରେ ଚାଲେ। ଏଥିରେ ୫.୪୫ ଇଞ୍ଚ୍‌ର ଫୁଲ୍‌ HD+ ଡିସ୍‌ ପ୍ଲେ' ଦିଆଯାଇଛି। ଫଟୋଗ୍ରାଫି ପାଇଁ ଏଥିରେ ୧୨ ମେଗା ପିକ୍ସେଲ୍‌ର ରିୟର୍‌ ଓ ୫ ମେଗାପିକ୍ସେଲ୍‌ର ଫ୍ରଣ୍ଟ୍‌ କ୍ୟାମେରା ଦିଆଯାଇଛି। ଏଥିରେ 3000mAhର ବ୍ୟାଟେରୀ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story