ଦୟା ନଦୀକୁ ଡେଇଁ ପଡ଼ିଲେ ଯୁବକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଉପକଣ୍ଠ ନୂଆଗାଁ ନିକଟରେ ଦୟା ନଦୀକୁ ଡେଇଁ ଜଣେ ଯୁବକ ଆଜି ନିଖୋଜ ହୋଇଯାଇଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ, ଯୁବକଜଣକ ପୋଲ ଉପରେ ଗାଡ଼ି ରଖି ନଦୀକୁ ଡେଇଁ ପଡ଼ିଥିଲେ ।  ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ ବି ଯୁବକଙ୍କ ପତ୍ତା ମିଳି ପାରି ନାହିଁ। ଯୁବକଙ୍କ ପରିଚୟ ମଧ୍ୟ ଜଣାପଡ଼ି ନାହିଁ। ଗତକାଲି ମଧ୍ୟ ସେହି ନଦୀ ପୋଲ ଉପରୁ […]

daya-1

Niharika Rout
  • Published: Thursday, 03 September 2020
  • , Updated: 03 September 2020, 02:34 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଉପକଣ୍ଠ ନୂଆଗାଁ ନିକଟରେ ଦୟା ନଦୀକୁ ଡେଇଁ ଜଣେ ଯୁବକ ଆଜି ନିଖୋଜ ହୋଇଯାଇଛନ୍ତି।

ପ୍ରତ୍ୟକ୍ଷଦର୍ଶୀଙ୍କ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ, ଯୁବକଜଣକ ପୋଲ ଉପରେ ଗାଡ଼ି ରଖି ନଦୀକୁ ଡେଇଁ ପଡ଼ିଥିଲେ ।  ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ ବି ଯୁବକଙ୍କ ପତ୍ତା ମିଳି ପାରି ନାହିଁ। ଯୁବକଙ୍କ ପରିଚୟ ମଧ୍ୟ ଜଣାପଡ଼ି ନାହିଁ।

ଗତକାଲି ମଧ୍ୟ ସେହି ନଦୀ ପୋଲ ଉପରୁ ଜଣେ ଯୁବକ ଡେଇଁ ପଡ଼ିଥିଲେ। ଏଯାବତ ତାଙ୍କ ପତ୍ତା ମିଳିପାରିନାହିଁ ।

Related story