ଧାର ଟଙ୍କା ଫେରି ନପାଇବାରୁ ଆତ୍ମହତ୍ୟା

ଖୋର୍ଦ୍ଧା( ବଳରାମ ଲେଙ୍କା): କିଛି ଲୋକଙ୍କୁ ଟଙ୍କା ଧାର ଦେଇଥିଲେ। ହେଲେ ସେମାନେ ଫରାଇଲେନି। ଏହି କଥାରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି ଜଣେ ବ୍ୟକ୍ତି। ଆତ୍ମହତ୍ୟା ପୂର୍ବରୁ ସେ ତାଙ୍କ ମୋବାଇଲ୍‌ରେ ଏକ ଭିଡ଼ିଓ କରି ଟଙ୍କା ଧାର ନେଇଥିବା ଲୋକଙ୍କ ନାମ କହିବା ସହ ଏହି ଆତ୍ମହତ୍ୟା ପାଇଁ ସେମାନେ ହିଁ ଦାୟୀ ବୋଲି ଉଲ୍ଲେଖ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ଅଧିନସ୍ଥ  ମାନସିଂହପୁର ପଞ୍ଚାୟତ ଡୋମଣି ସାହିରେ ଏହି ଘଟଣା […]

death

death

Niranjan Mishra
  • Published: Tuesday, 19 July 2022
  • Updated: 19 July 2022, 08:15 PM IST

Sports

Latest News

ଖୋର୍ଦ୍ଧା( ବଳରାମ ଲେଙ୍କା): କିଛି ଲୋକଙ୍କୁ ଟଙ୍କା ଧାର ଦେଇଥିଲେ। ହେଲେ ସେମାନେ ଫରାଇଲେନି। ଏହି କଥାରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି ଜଣେ ବ୍ୟକ୍ତି। ଆତ୍ମହତ୍ୟା ପୂର୍ବରୁ ସେ ତାଙ୍କ ମୋବାଇଲ୍‌ରେ ଏକ ଭିଡ଼ିଓ କରି ଟଙ୍କା ଧାର ନେଇଥିବା ଲୋକଙ୍କ ନାମ କହିବା ସହ ଏହି ଆତ୍ମହତ୍ୟା ପାଇଁ ସେମାନେ ହିଁ ଦାୟୀ ବୋଲି ଉଲ୍ଲେଖ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ଅଧିନସ୍ଥ  ମାନସିଂହପୁର ପଞ୍ଚାୟତ ଡୋମଣି ସାହିରେ ଏହି ଘଟଣା ଘଟିଛି। ମୃତକ ଜଣକ ଏହି ଗ୍ରାମର ବୁଲୁ ବେହେରା।

ଆଜି ପରିବାର ଲୋକ ଏସମ୍ପର୍କରେ ଜାଣି ଟାଙ୍ଗି ଥାନାକୁ ଖବର ଦେଇଥିଲେ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ହସ୍ତଗତ ମୋବାଇଲ ଭିଡ଼ିଓରୁ ଜଣାପଡ଼ିଛି, ସେ ୨ ଲକ୍ଷ ଟଙ୍କା  ୩ ମାସ ପାଇଁ  ତରାପି ଗ୍ରାମର  ପପୁ ଓରଫ ଲିଙ୍ଗା ବିଶ୍ୱାଳ, ତପୁ ବିଶ୍ୱାଳ, ମୀନାକ୍ଷୀ ବିଶ୍ୱାଳ, ପ୍ରଫୁଲ୍ଲ ବିଶ୍ୱାଳଙ୍କୁ ଦେଇଥିଲେ। ୩ ମାସ ଯାଇ ୩ ବର୍ଷ ୬ ମାସ ବିତିଗଲା। ହେଲେ ଟଙ୍କା ଧାର ନେଇଥିବା ବ୍ୟକ୍ତିମାନେ ଟଙ୍କା ଫେରସ୍ତ କଲେନାହିଁ। ତେଣୁ ସେ ଭିଡ଼ିଓ କରି ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ।

ଏହାର ବିଚାର ଆପଣମାନେ ହିଁ କରିବେ ବୋଲି ସେ ଭିଡ଼ିଓରେ କହିଛନ୍ତି। ପିଲାଙ୍କ ପାଇଁ ସେ ଏହି ଟଙ୍କା ରଖିବାକୁ ଚାହୁଁଥିଲେ। ହେଲେ ଧାର ଟଙ୍କା ମିଳିଲାନି। ଯାହା ତାଙ୍କ ଦୁଃଖର କାରଣ ହୋଇଥିଲା।

ପରିବାର ଲୋକେ କହିଛନ୍ତି, ଟଙ୍କାକୁ ନେଇ ବୁଲୁ ମାନସିକ ଚାପରେ ଥିଲେ। ବାରମ୍ବାର ଧାର ଟଙ୍କା ମାଗି ନ ପାଇବାରୁ ଭିଡିଓ କରି ସମସ୍ତ ଉଧାର ନେଇଥିବା ବ୍ୟକ୍ତିମାନଙ୍କ ନାମ କହିବା ପରେ ସେ ସୋମବାର  ବିଷ ପିଇ  ଆତ୍ମହତ୍ୟା କରିଥିଲେ।

ଭିଡିଓ ଯାଞ୍ଚ ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଟାଙ୍ଗି ଥାନା ଭାରପ୍ରାପ୍ତ ଅଧିକାରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story