ଏକ ସଚ୍ଚୋଟ ଏବଂ ମଣିଷପଣିଆ ଉଦାହରଣ ସୃଷ୍ଟି କରିଛନ୍ତି ଚରମ୍ପା ପଥରଆଡି ଅଞ୍ଚଳର ଚନ୍ଦ୍ରଶେଖର ବିଶ୍ବାଳ । ବାଇପାସ ନିକଟ ତାରିଣୀ ହୋମିଓ କ୍ଲିନିକ ସମ୍ମୁଖରେ ଏକ ବ୍ୟାଗ ପାଇଥିଲେ ଆଉ ସେହି ବ୍ୟାଗରେ ହଜାର କି ଦୁଇ ହଜାର ନୁହେଁ ବରଂ 1 ଲକ୍ଷ 46 ହଜାର ଟଙ୍କା ଥିଲା । ଆଉ ଏଥିରେ ସେ ବିଚଳିତ ନ ହୋଇ ପ୍ରଥମେ ଦୋକାନୀକୁ ଜଣାଇବାପରେ ଏନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ।
https://youtu.be/Oi-cQptEYpM
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Business
ପୁଣି ବଢ଼ିଲା ଗ୍ୟାସ୍ ସିଲିଣ୍ଡର ଦାମ୍; ଜାଣି ରଖନ୍ତୁ, ନୂଆ ରେଟ୍
ଦୀପାବଳି ପରେ ପରେ ପଡ଼ିଲା ମହଙ୍ଗା ମାଡ଼ । ବଢ଼ିଲା ଗ୍ୟାସ୍ ସିଲିଣ୍ଡର ଦର। ଗତ ମାସ ପରି ଚଳିତ ମାସ ବି ବଢ଼ିଛି ଗ୍ୟାସ୍ ସିଲିଣ୍ଡର ଦାମ ।
National
ଦୀପାବଳିରେ ଡବଲ ମର୍ଡର; ପାଦ ଛୁଇଁ ଫାୟାରିଂ କଲା ଅଭିଯୁକ୍ତ
ନିଜ ଘର ବାହାରେ ବାଣ ଫୁଟାଉଥିବା ଜଣେ ବ୍ୟକ୍ତିଙ୍କ ପାଦ ଛୁଇଁ ତାଙ୍କୁ ଗୁଳି କରିଦେଲେ ଅଭିଯୁକ୍ତ। ଏହି ଅଘଟଣରେ ୨ ଜଣଙ୍କ ମୃତ୍ୟୁ ହୋଇଛି।
Accident
ବାଣ ବଜାରରେ ଭୟଙ୍କର ବିସ୍ଫୋରଣ, ପାଉଁଶ ହୋଇଗଲା ୬୬ ଦୋକାନ
ବାଣ ବଜାରରେ ନିଆଁ ଲାଗି ଜଳିଗଲା ୬୬ ଦୋକାନ। ଭୟଙ୍କର ବିସ୍ଫୋରଣ ପରେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ୪ ଦମକଳ ବାହିନୀ।
Politics
ରାଜ ଠାକେରଙ୍କ ପୁଅ ଅମିତଙ୍କୁ ସମର୍ଥନ କଲା ବିଜେପି, ସିନ୍ଦେ ସେନା ପ୍ରାର୍ଥୀ ଜଳକା
ମହିମ ଆସନରେ ତ୍ରିମୁଖୀ ଲଢ଼େଇ ହେବାକୁ ଯାଉଛି। ମହାରାଷ୍ଟ୍ର ନବନିର୍ମାଣ ସେନା ପକ୍ଷରୁ ଏଠାରେ ରାଜ ଠାକରେଙ୍କ ପୁଅ ଅମିତ ପ୍ରାର୍ଥୀ ହୋଇଛନ୍ତି। ବର୍ତ୍ତମାନର ଶିବସେନା ବିଧାୟକ ସଦା ସର୍ବନକର ଓ ଶିବସେନା(ୟୁବିଟି) ମହେଶ ସାୱନ୍ତ ମଧ୍ୟ ଏଠାରେ ଲଢ଼େଇ କରୁଛନ୍ତି।
Business
ନଭେମ୍ବରରେ ୧୩ ଦିନ ବ୍ୟାଙ୍କ ଛୁୁଟି
ନଭେମ୍ବର ମାସ ପାଇଁ ବ୍ୟାଙ୍କ ଛୁଟି ତାଲିକା ଜାରି କଲା ଭାରତୀୟ ରିଜର୍ଭ ବ୍ୟାଙ୍କ। ଦ୍ୱିତୀୟ ଓ ଚତୁର୍ଥ ଶନିବାର ଓ ଚାରିଟି ରବିବାରକୁ ମିଶାଇ ମୋଟ ୧୩ ଦିନ ଛୁଟି।