Advertisment

ନିଆରା ଲୋକଙ୍କ ନିଆରା ହୋଟେଲ୍

ଦିବ୍ୟାଙ୍ଗ ବୋଲି ଆପଣାର ଲୋକଙ୍କଠୁ ସେତିକି ଆଦର, ଭଲ ପାଇବା ନମିଳିବା ପରେ ଏକାଠି ହୋଇ ନିଜ ଉଦ୍ୟମରେ ଏମାନେ ଚଳାଇଛନ୍ତି ‘ନିଆରା ହୋଟେଲ୍’। ଛୋଟ ଠୁ ବଡ଼ କିଏ ନାଚିବାରେ ନିପୁଣ ତ ଆଉ କିଏ ଗାଇବାରେ। ଶାରୀରିକ ଓ ମାନସିକ ଭାବରେ ଏମାନେ ଦୁର୍ବଳ ହେଲେ ମଧ୍ୟ ନିଜ ଇଚ୍ଛାଶକ୍ତି ପାଇଁ ଆତ୍ମନିର୍ଭର ହୋଇ ସମାଜରେ ଛିଡ଼ା ହୋଇଛନ୍ତି।

author-image
Manasi Mohapatra
ଅଦ୍ୟତନ ହୋଇଛି
ନିଆରା ଲୋକଙ୍କ ନିଆରା ହୋଟେଲ୍

sddefault (1)

ଦିବ୍ୟାଙ୍ଗ ବୋଲି ଆପଣାର ଲୋକଙ୍କଠୁ ସେତିକି ଆଦର, ଭଲ ପାଇବା ନମିଳିବା ପରେ ଏକାଠି ହୋଇ ନିଜ ଉଦ୍ୟମରେ ଏମାନେ ଚଳାଇଛନ୍ତି 'ନିଆରା ହୋଟେଲ୍'। ଛୋଟ ଠୁ ବଡ଼ କିଏ ନାଚିବାରେ ନିପୁଣ ତ ଆଉ କିଏ ଗାଇବାରେ। ଶାରୀରିକ ଓ ମାନସିକ ଭାବରେ ଏମାନେ ଦୁର୍ବଳ ହେଲେ ମଧ୍ୟ ନିଜ ଇଚ୍ଛାଶକ୍ତି ପାଇଁ ଆତ୍ମନିର୍ଭର ହୋଇ ସମାଜରେ ଛିଡ଼ା ହୋଇଛନ୍ତି।

Advertisment

Bhubaneswar Odisha Reporter