Advertisment

'ଆମ ପୁଅକୁ ଖୋଜିଆଣ'

ଆଠଦିନ ହେବ ପରିବାରରେ ଚୁଲି ଲାଗିନି । ପୁଅର ଫେରିବା ବାଟକୁ ଚାହିଁ ବସିଛନ୍ତି ପୁରା ପରିବାର । ଅଚଳ ହୋଇ ବସି ରହିଛି ଭିନ୍ନକ୍ଷମ ଭାଇ…ମୁଣ୍ଡପିଟି କାନ୍ଦୁଛନ୍ତି ମା ବାପା… ଘରର ଏକମାତ୍ର ସାହାରାକୁ ଖୋଜି ଆଣିବା ପାଇଁ ପରିବାର ଲୋକ କେମିତି ବିକଳ ହୋଇ ଅନୁରୋଧ କରୁଛନ୍ତି ଥରେ ଶୁଣନ୍ତୁ।

author-image
Manasi Mohapatra
ଅଦ୍ୟତନ ହୋଇଛି
'ଆମ ପୁଅକୁ ଖୋଜିଆଣ'

maxresdefault (6)

ଆଠଦିନ ହେବ ପରିବାରରେ ଚୁଲି ଲାଗିନି । ପୁଅର ଫେରିବା ବାଟକୁ ଚାହିଁ ବସିଛନ୍ତି ପୁରା ପରିବାର । ଅଚଳ ହୋଇ ବସି ରହିଛି ଭିନ୍ନକ୍ଷମ ଭାଇ...ମୁଣ୍ଡପିଟି କାନ୍ଦୁଛନ୍ତି ମା ବାପା... ଘରର ଏକମାତ୍ର ସାହାରାକୁ ଖୋଜି ଆଣିବା ପାଇଁ ପରିବାର ଲୋକ କେମିତି ବିକଳ ହୋଇ ଅନୁରୋଧ କରୁଛନ୍ତି ଥରେ ଶୁଣନ୍ତୁ।

Advertisment

Odisha Reporter Cuttack