ସରକାର କରୁଛନ୍ତି ଡାଟା ଡିଲିଟ୍!

Ordigital Desk
  • Published: Thursday, 13 October 2022
  • , Updated: 13 October 2022, 10:45 AM IST
<p>ନିଜ ନେତାଙ୍କୁ ବଞ୍ଚାଇବାକୁ ସରକାର କରୁଛନ୍ତି କି ଡାଟା ଡିଲିଟ୍? କଣ ରହିଛି ସେହି ପେନ୍ ଡ୍ରାଇଭ୍ ଏବଂ ଲାପଟପରେ ଯେ ସରକାରୀ ବାବୁମାନେ ଅର୍ଚ୍ଚନା ନାଗଙ୍କ ଡାଟା ଡିଲିଟ୍ କରିବାରେ ଲାଗିଛନ୍ତି ବୋଲି ଶୁଣାଯାଉଛି? ଚିଟ୍ ଫଣ୍ଡରେ ଯେଭଳି ସରକାର ଡାଟା ଡିଲିଟ କରି ନିଜ ଲୋକଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ସେହିପରି ଏହି ଘଟଣାରେ ମଧ୍ୟ କରାଯାଉଥିବା ବିଜେପି ଅଭିଯୋଗ କରିଛି।</p>

Related story