ଭାସିଲା ବ୍ୟାରିକେଡ୍‌

ପ୍ରବଳ ବର୍ଷା ଫଳରେ ଶ୍ରୀମନ୍ଦିର ସମ୍ମୁଖରେ ଲାଗିଥିବା ବ୍ୟାରିକେଡ୍‌ ଭାସିଯାଇଛି। ଶ୍ରୀମନ୍ଦିର ସମ୍ମୁଖରେ ଲାଗିଥିବା ପ୍ଲାଷ୍ଟିକ୍‌ ବ୍ୟାରିକେଡ୍‌ ଭାସିଯାଇଥିବା ଦେଖିବାକୁ ମିଳିଛି। ବ୍ୟାରିକେଡ୍‌ ଭାସିଯିବା ଫଳରେ ଭକ୍ତମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହୋଇଛନ୍ତି।