ମାମଲା ମାଳ ମାଳ, ପୁଲିସ ଦୁର୍ବଳ!

Ordigital Desk
  • Published: Thursday, 13 October 2022
  • , Updated: 13 October 2022, 10:53 AM IST
<p>ଯେତେବେଳେ ଅର୍ଚ୍ଚନା ନାଗ ଭଳି ମାୟାବାନୀ ମହିଳାଙ୍କୁ ନେଇ ରାଜଧାନୀ ଉଠୁଛି ପଡୁଛି, ସେତେବେଳେ କମିଶନରେଟ ପୁଲିସ ଉପରେ ସମସ୍ତଙ୍କ ନଜର। କିନ୍ତୁ ଯଦି ଗତକିଛି ମାସ ତଳର ଦୁଇ ତିନୋଟି ଘଟଣା ଉପରେ ନଜର ପକାଇବେ ତେବେ କମିଶନରେଟ ପୁଲିସ କାର୍ଯ୍ୟ ଦକ୍ଷତାକୁ ନେଇ ରାଜଧାନୀବାସୀ ଚର୍ଚ୍ଚା କରିବା ସ୍ୱାଭାବିକ।</p>

Related story