ଟ୍ରକ ଚୋରି କଲେ ବିଜେଡି ନେତା

ଏକ ଟ୍ରକ ଚୋରି ମାମଲାରେ ଗିରଫ ହୋଇଛନ୍ତି ଯାଜପୁର ଜିଲ୍ଲା ଯୁବ ବିଜୁ ଜନତା ଦଳର ଉପସଭାପତି ଅଶ୍ୱଜିତ। ଏହାକୁ ନେଇ ସମଗ୍ର ଜିଲ୍ଲାରେ ହଇଚଇ।