ମ୍ୟାନେଜ କରିପାରିଲେନି ବବି

Ordigital Desk
  • Published: Saturday, 15 October 2022
  • , Updated: 15 October 2022, 12:19 PM IST
<p>ଶେଷରେ ପଦାକୁ ବାହାରିଲେ ରାଜୁ ଦାସ। କାମ ଦେଲାନି ବିଜେଡିର ଚାଲବାଜି। ଚାପ ସାଙ୍ଗକୁ ବଡ଼ ଅଫରକୁ ତୁଚ୍ଛ କରି ଶାସକ ଦଳକୁ ଚେକ ଦେବାକୁ ବାହାରିଲେ ରାଜେନ୍ଦ୍ର ଦାସ। ଯାହା କୁହାଯାଉଥିଲା ସେୟା ହିଁ ହେଲା। ନା ଥାର୍ଡ ଫ୍ଲୋର ନା ଯୁବ ନେତାଙ୍କ ଅଭୟବାଣୀ କିଛି କାମ ଦେଲାନି।</p>

Related story