‘ମଦ ପିଇକି ଛୁଆ ଶୋଇଛନ୍ତି, ଭୋଟ ଦେବେ କେମିତି?’

‘ମଦ ପିଇକି ଛୁଆ ଶୋଇଛନ୍ତି ଭୋଟ ଦେବେ କେମିତି?’ ଏଭଳି ଅଭିଯୋଗ କରିଛନ୍ତି ଜଣେ ମା। ଧାମନଗରରେ ଗତକାଲି ଉପନିର୍ବାଚନ ଚାଲିଥିବାବେଳେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା।

dhamnagar

Debendra Prusty
  • Published: Friday, 04 November 2022
  • , Updated: 04 November 2022, 12:07 PM IST

‘ମଦ ପିଇକି ଛୁଆ ଶୋଇଛନ୍ତି ଭୋଟ ଦେବେ କେମିତି?’ ଏଭଳି ଅଭିଯୋଗ କରିଛନ୍ତି ଜଣେ ମା। ଧାମନଗରରେ ଗତକାଲି ଉପନିର୍ବାଚନ ଚାଲିଥିବାବେଳେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା।

https://youtu.be/3uQtSvt4C94

Related story