‘ଆମ ଜିଲ୍ଲା କ’ଣ ପାପ କରିଛି?’

”କେନ୍ଦ୍ରାପଡ଼ା ଜିଲ୍ଲା କ’ଣ ପାପ କରିଛି? ନା ଏଠି ଅଛି ମେଡିକାଲ କଲେଜ ନା ଟ୍ରେନ୍‌ ସୁବିଧା ନା କଳ କାରଖାନା? କାହିଁକି ଆମ ଜିଲ୍ଲାକୁ ଅଣଦେଖା କରାଯାଉଛି?” ଶୁଣନ୍ତୁ ଏନେଇ କ’ଣ କହୁଛନ୍ତି କଂଗ୍ରେସ ନେତା ଗଣେଶ୍ୱର ବେହେରା।