ପରିବାର ମାରିଦେଲେ, କିନ୍ତୁ ମୁଁ ବଞ୍ଚିବି!

କେତେ ପରିଶ୍ରମ କରି ଗଢ଼ିଥିଲେ ସୁଖର ସଂସାର। ଆଉ ତାଜ ମହଲଠାରୁ ସୁନ୍ଦର ଘର କରିଥିଲେ। ସବୁଥାଇ ବି ଆଜି ସେ ଏକା। ଯେଉଁ ବାପା ବିନା ପୁଅ,ଝିଅଙ୍କ ଦିନ ଆରମ୍ଭ ହେଉନଥିଲା ଏବେ ସିଏ ସାତପର। ମଥାରେ ସିନ୍ଦୁର ପିନ୍ଧାଇ ଯାହା ହାତ ଧରି ଘରକୁ ଆଣିଥିଲେ ଅସୁସ୍ଥତାରୁ ଘର ଚଳାଇ ପାରିଲେନି ବୋଲି ସିଏ ବି ଛାଡ଼ିଦେଲା ହାତ।