Advertisment

ପ୍ରେମିକକୁ ଜଗିଛି ପ୍ରେମିକା

ପ୍ରେମିକ ପାଇଁ ଧାରଣାରେ ପ୍ରେମିକା। ରାତିସାରା ନଖାଇ ନପିଇ ପ୍ରେମିକର ଘର ସାମ୍ନାରେ ଧାରଣା ଦେଲା ପ୍ରେମିକା। ନ୍ୟାୟ ପାଇଁ ବାଲିଆପାଳ ଥିାନାରେ ପ୍ରେମିକାର ଏତଲା। ସୋସିଆଲ ମିଡିଆରେ ଗଢ଼ି ଉଠିଥିଲା ପ୍ରେମସର୍ମ୍ପକ। ପରେ ବିବାହ ପାଇଁ ମନା କରିବାରୁ ପ୍ରେମିକର ଘର ସାମ୍ନାରେ ଧାରଣାରେ ବସିଛି ପ୍ରେମିକା

author-image
Manasi Mohapatra
ପ୍ରେମିକକୁ ଜଗିଛି ପ୍ରେମିକା

sddefault (1)

ପ୍ରେମିକ ପାଇଁ ଧାରଣାରେ ପ୍ରେମିକା।
ରାତିସାରା ନଖାଇ ନପିଇ ପ୍ରେମିକର ଘର ସାମ୍ନାରେ ଧାରଣା ଦେଲା ପ୍ରେମିକା। ନ୍ୟାୟ ପାଇଁ ବାଲିଆପାଳ ଥିାନାରେ ପ୍ରେମିକାର ଏତଲା। ସୋସିଆଲ ମିଡିଆରେ ଗଢ଼ି ଉଠିଥିଲା ପ୍ରେମସର୍ମ୍ପକ।
Advertisment
ପରେ ବିବାହ ପାଇଁ ମନା କରିବାରୁ ପ୍ରେମିକର ଘର ସାମ୍ନାରେ ଧାରଣାରେ ବସିଛି ପ୍ରେମିକା

Odisha Reporter Jaleswarnews