ରାଜଧାନୀରେ କେମିତି ଆଡ୍ଡା ଜମେଇଲେ ଅର୍ଚ୍ଚନା?

Ordigital Desk
  • Published: Tuesday, 11 October 2022
  • , Updated: 11 October 2022, 12:39 PM IST
<p>ଫିଟୁଛି ଗୁମର ପରେ ଗୁମର। ଅର୍ଚ୍ଚନା କେମିତି ଗଢ଼ିଥିଲେ କଳା ସାମ୍ରାଜ୍ୟ? ବଡ଼ବଡିଆ ଲୋକ କେମିତି ଓ କଣ ପାଇଁ ଅର୍ଚ୍ଚନାଙ୍କ ଲିଙ୍କରେ ଥିଲେ? କଳା ସାମ୍ରାଜ୍ୟ ପଛରେ କିଏ ଅଛି ସମ୍ରାଟ? କିପରି ରାଜଧାନୀରେ ଗଡ଼ିଥିଲେ କୋଟି କୋଟି ଟଙ୍କାର ବଡ଼ କୋଠା?</p>

Related story