ନବୀନ ଅସଲି , ସରକାର ନକଲି

ନକଲି ତେଲ, ନକଲି ଘଅ, ନକଲି ସସ୍‌ ଓ ନକଲି ସାବୁନ ପରି କ’ଣ ଓଶାରେ ଚାଲିଛି ନକଲି ସରକାର? ଏ ପ୍ରଶ୍ନ ସେତେବେଳେ ଆସିଲା ଯେତେବେେଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶା ଆସିଥିଲେ। ଦେଖନ୍ତୁ ଏଥରର କିଞ୍ଚିତ କଥାରେ ନବୀନ ଅସଲି, ସରକାର ନକଲି।