ମାଟ୍ରିକ୍ ଫେଲ ମନ୍ତ୍ରୀ ନେବେ ଲକ୍ଷେ, ଗ୍ରାଜୁଏଟଙ୍କୁ ୯ ହଜାର?

ମାଟ୍ରିକ୍ ଫେଲ ମନ୍ତ୍ରୀ ନେବେ ଲକ୍ଷେ, ଗ୍ରାଜୁଏଟଙ୍କୁ ୯ ହଜାର! ଗ୍ରୁଫ୍ ସି ଠିକା କର୍ମଚାରୀଙ୍କ ଦରମା ଯେତେ ତା ଠାରୁ ଅଧିକ ଟଙ୍କାର ପେଟ୍ରୋଲ ପଡୁଥିବ ନେତାଙ୍କ ଗାଡିରେ।