ହନିଟ୍ରାପରେ ନୟାଗଡ଼ର ନେତା!

Ordigital Desk
  • Published: Wednesday, 12 October 2022
  • , Updated: 12 October 2022, 03:03 PM IST
<p>ହନିଟ୍ରାପରଙ୍କ ମାୟାଜାଲରେ ନାୟଗଡ଼ର ପ୍ରଭାବଶାଳୀ ବ୍ୟକ୍ତି। ଯୁବତୀଙ୍କ ସହ ସେ କରୁଥିଲେ ନ୍ୟୁଡ କଲ। ମିଠା ମିଠା କଥା ହେଉଥିଲେ। ଆଉ ତାଙ୍କ ସୌନ୍ଦର୍ଯ୍ୟର ଶରଣ ପଶୁଥିଲେ। ଘରକୁ ଆସୁଥିଲେ। ସଂପର୍କ ବଢ଼ାଉଥିଲେ। ହେଲେ ସଂପର୍କ ବନାଉ ବନାଉ ଫସି ଯାଇଥିଲେ ଅର୍ଚ୍ଚନାଙ୍କ ଜାଲରେ। ଶ୍ରଦ୍ଧାଞ୍ଜଳିଙ୍କ ଏଫଆଇଆରକୁ ନେଇ ପୁଲିସ ଖୋଲିବ କି ନୟାଗଡ଼ର ଖିଅ?</p>

Related story