ତଥ୍ୟ ମାଗୁଛି ପୁଲିସ !

Ordigital Desk
  • Published: Wednesday, 12 October 2022
  • , Updated: 12 October 2022, 04:59 PM IST
<p>ଚର୍ଚ୍ଚା ହେଉଛି ଅର୍ଚ୍ଚନା ନାଗଙ୍କ ପଛରେ ପଡ଼ିଥିଲେ ୩ ଜଣ ପୁଲିସ ଅଫିସର। ମଞ୍ଚେଶ୍ୱର ଥାନାର ଜଣେ ପୂର୍ବତନ ବାବୁ ବି ଅର୍ଚ୍ଚନାଙ୍କ ସହ ଥିଲା ବେଶ ଭଲ ସମ୍ପର୍କ। ଏହାବାଦ ନିକଟରେ ଅବସର ନେଇଥିବା ଜଣେ ଜଣାଶୁଣା ପୁଲିସ ଅଧିକାରୀ ବି ତାଲିକାରେ ରହିଛନ୍ତି।</p>

Related story