ରାଜୁ ଦାସଙ୍କ ଲୁହ ଭିଜା ଚିଠି!

Ordigital Desk
  • Published: Friday, 14 October 2022
  • , Updated: 14 October 2022, 02:02 PM IST
<p>ବିଜେଡି ନେତା ରାଜେନ୍ଦ୍ର କୁମାର ଦାସଙ୍କ ହାତ ଲେଖା ଚିଠିଟିଏ ଏବେ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି। ତେବେ ଏହି ଚିଠିଟି ନିଜେ ରାଜେନ୍ଦ୍ର କୁମାର ଦାସ ଲେଖିଛନ୍ତି ନା&rsquo; ନାହିଁ ତାହା ବିଧିବଦ୍ଧ ଭାବେ ସ୍ପଷ୍ଟ ହୋଇନଥିଲେ ବି ରାଜେନ୍ଦ୍ର ଦାସଙ୍କ ସମର୍ଥକ କହୁଛନ୍ତି, ଏହା ଖୋଦ ରାଜେନ୍ଦ୍ର ଦାସଙ୍କ ହାତ ଲେଖା ଚିଠି। ଏହି ଚିଠିରେ ରାଜେନ୍ଦ୍ର ସ୍ୱାଧିନ ଭାବରେ ନିର୍ବାଚନ ଲଢ଼ିବେ ନା ନାହିଁ ସେନେଇ ଜନତାଙ୍କ ମତ ଲୋଡ଼ିଛନ୍ତି। ଜନମତ ମିଳିବା ପରେ ବୋଧହୁଏ ସେ ନାମାଙ୍କନପତ୍ର ଦାଖଲ କରିଛନ୍ତି।</p>

Related story