ପାଞ୍ଚ ଟଙ୍କିଆ ମିଲ୍ ପାଇଁ ବାବୁଙ୍କ ଭିଡ଼!

Ordigital Desk
  • Published: Thursday, 13 October 2022
  • , Updated: 13 October 2022, 03:24 PM IST
<p>ଯେଉଁ ଖାଦ୍ୟରେ ଗରିବଗୁରୁବାଙ୍କ ନାଁ ଲେଖା ଅଛି, ସେହି ଖାଦ୍ୟ ଉପରେ ସୁଟବୁଟ ପିନ୍ଧା ବାବୁଙ୍କ ଆଖି। ଆମେ କହୁଛୁ, ରାଜ୍ୟ ସରକାରଙ୍କ ଆହାର କେନ୍ଦ୍ରରେ ପାଞ୍ଚ ଟଙ୍କିଆ ମିଲ କଥା। ସହରର ଛକରେ ଆହାର କେନ୍ଦ୍ର ବୋଧେ ଏଥିପାଇଁ ଖୋଲାଯାଇଛି ଶ୍ରମିକ, ଭିକାରୀ ଓ ଭିନ୍ନକ୍ଷମ ବ୍ୟକ୍ତିମାନେ ସୁଲଭ ମୂଲ୍ୟରେ ଗଣ୍ଡେ ଖାଇପାରିବେ। କିନ୍ତୁ ଯେତେବେଳେ ଆହାର କେନ୍ଦ୍ରରେ ଯୋଗ୍ୟ ହିତାଧିକାରୀ ପହଞ୍ଚୁଛନ୍ତି, ସେତେବେଳେ ଭୋକିଲା ପେଟରେ ଫେରୁଛନ୍ତି।</p>

Related story