Advertisment

ସାତ ଜନ୍ମର ସମ୍ପର୍କ ସାତ ଦିନର ଅପେକ୍ଷା

କୁହାଯାଏ, ଥରେ ବାହାଘର ହୋଇ ଗଲେ, ସାତ ଜନ୍ମର ସମ୍ପର୍କ ଗଢ଼ି ହୋଇଯାଏ। କିନ୍ତୁ ତପସ୍ବିନୀଙ୍କୁ ସାତ ଜନ୍ମର ସମ୍ପର୍କର ଭବିଷ୍ୟତ କ’ଣ ହେବ, ତାକୁ ଜାଣିବାକୁ ଅପେକ୍ଷା କରିବାକୁ ପଡ଼ିବ ସାତ ଦିନ। ପ୍ରଥମେ ଘର ସଜାଡିବା ପାଇଁ ସାତଦିନର ସମୟ ଦେଇଥିଲେ ତଳ କୋର୍ଟ।

author-image
Manasi Mohapatra
ଅଦ୍ୟତନ ହୋଇଛି
ସାତ ଜନ୍ମର ସମ୍ପର୍କ ସାତ ଦିନର ଅପେକ୍ଷା

maxresdefault (5) (1)

କୁହାଯାଏ, ଥରେ ବାହାଘର ହୋଇ ଗଲେ, ସାତ ଜନ୍ମର ସମ୍ପର୍କ ଗଢ଼ି ହୋଇଯାଏ। କିନ୍ତୁ ତପସ୍ବିନୀଙ୍କୁ ସାତ ଜନ୍ମର ସମ୍ପର୍କର ଭବିଷ୍ୟତ କ’ଣ ହେବ, ତାକୁ ଜାଣିବାକୁ ଅପେକ୍ଷା କରିବାକୁ ପଡ଼ିବ ସାତ ଦିନ। ପ୍ରଥମେ ଘର ସଜାଡିବା ପାଇଁ ସାତଦିନର ସମୟ ଦେଇଥିଲେ ତଳ କୋର୍ଟ।

Advertisment

Odisha Reporter Bride Case Tapswain Case Odisha