କୁକୁରକୁ ଦେଲେ ମଦ ପିଆଇ!

କିଛି ଯୁବକ ମିଶି ମଦ ପିଉଛନ୍ତି ଏବଂ ପାଖରେ ଥିବା କୁକୁର ଛୁଆକୁ ମଧ୍ୟ ଏକ ଗ୍ଲାସରେ ମଦ ଢାଳି ପିଇବାକୁ ଦେଉଛନ୍ତି। ବିଶ୍ୱାସୀ କୁକୁର ଛୁଆ କି ଜାଣିବ, ତା ପାଇଁ ମଦ ଥୁଆ ହୋଇଛି କି ପାଣି? କିଛି ଯୁବକ ମଦକୁ କୁକୁର ଛୁଆ ପାଖରେ ରଖିବା ପରେ କିଛି ନଭାବି ଗ୍ଲାସରେ ଥିବା ମଦକୁ ପିଇଦେଇଥିଲା କୁକୁର ଛୁଆ।

dog

Debendra Prusty
  • Published: Friday, 02 December 2022
  • , Updated: 02 December 2022, 03:52 PM IST

କିଛି ଯୁବକ ମିଶି ମଦ ପିଉଛନ୍ତି ଏବଂ ପାଖରେ ଥିବା କୁକୁର ଛୁଆକୁ ମଧ୍ୟ ଏକ ଗ୍ଲାସରେ ମଦ ଢାଳି ପିଇବାକୁ ଦେଉଛନ୍ତି। ବିଶ୍ୱାସୀ କୁକୁର ଛୁଆ କି ଜାଣିବ, ତା ପାଇଁ ମଦ ଥୁଆ ହୋଇଛି କି ପାଣି? କିଛି ଯୁବକ ମଦକୁ କୁକୁର ଛୁଆ ପାଖରେ ରଖିବା ପରେ କିଛି ନଭାବି ଗ୍ଲାସରେ ଥିବା ମଦକୁ ପିଇଦେଇଥିଲା କୁକୁର ଛୁଆ।

https://youtu.be/DRthlj_zyuQ

Related story