Advertisment

କିଏ ସେହି ଆଇଏଏସ?

ନେତାଙ୍କ ପରେ ଏବେ ବାବୁଙ୍କ ପାଳି। ରାଜ୍ୟ ସରକାରଙ୍କ ବରିଷ୍ଠ ଆଇଏଏସ ଅଫିସରଙ୍କୁ ବି କୁଆଡ଼େ ମତୁଆଲା କରିଥିଲା ଅର୍ଚ୍ଚନା ନାଗ। ଅର୍ଚ୍ଚନାଙ୍କ ପାଇଁ କୁଆଡ଼େ ସେ ପାଗଳ ହୋଇ ଯାଇଥିଲେ। ତାଙ୍କ ଘରକୁ କାଳେ ରୀତିମତ ଯାଉଥିଲେ ବାବୁ। ତେବେ, କିଏ ସେହି ବାବୁ? ତାଙ୍କୁ ନେଇ ନାନା ଚର୍ଚ୍ଚା।

author-image
Ordigital Desk