‘ଅଧ୍ୟାପକଙ୍କୁ କାହିଁକି କମ୍‌ ଦରମା’

ରାଜଧାନୀ ରାଜରାସ୍ତାରେ ଗର୍ଜିଲେ ଅଧ୍ୟାପକ। ସମାନ କାମକୁ ସମାନ ଦରମା ଦାବି ରେ ୬୬୨ ବର୍ଗ ବେସରକାରୀ କଲେଜ ଅଧ୍ୟାପକ କର୍ମଚାରୀ ସଂଘର ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ବିଶାଳ ସମାବେଶ। ୪୮୮ ବର୍ଗ ଅଧ୍ୟାପକଙ୍କ ସହ ସମାନ ଭାବେ ଦରମା ପ୍ରଦାନ କରିବାକୁ କଳା ବ୍ୟାଜ ପିନ୍ଧି ସରକାରଙ୍କୁ ଚେତାବନୀ ଦେଇଛି ସଂଘ।

adhyapak

adhyapak

Debendra Prusty
  • Published: Monday, 19 September 2022
  • Updated: 19 September 2022, 12:26 PM IST

Sports

Latest News

ରାଜଧାନୀ ରାଜରାସ୍ତାରେ ଗର୍ଜିଲେ ଅଧ୍ୟାପକ। ସମାନ କାମକୁ ସମାନ ଦରମା ଦାବି ରେ ୬୬୨ ବର୍ଗ ବେସରକାରୀ କଲେଜ ଅଧ୍ୟାପକ କର୍ମଚାରୀ ସଂଘର ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ବିଶାଳ ସମାବେଶ। ୪୮୮ ବର୍ଗ ଅଧ୍ୟାପକଙ୍କ ସହ ସମାନ ଭାବେ ଦରମା ପ୍ରଦାନ କରିବାକୁ କଳା ବ୍ୟାଜ ପିନ୍ଧି ସରକାରଙ୍କୁ ଚେତାବନୀ ଦେଇଛି ସଂଘ।

https://youtu.be/pV008r9g5V0

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos