ସ୍ୱାମୀଙ୍କ ଗାର୍ଲଫ୍ରେଣ୍ଡକୁ ଧରିଲେ ସ୍ତ୍ରୀ

Ordigital Desk
  • Published: Saturday, 15 October 2022
  • , Updated: 15 October 2022, 02:02 PM IST
<p>ସ୍ୱାମୀଙ୍କ ଦୀର୍ଘ ଆୟୁ କାମନା କରି କରୱାଚୌଥ ବ୍ରତ କରୁଥିଲେ ସ୍ତ୍ରୀ। ସ୍ୱାମୀଙ୍କ ମଙ୍ଗଳ ମନାସି ଉପବାସ ବି ରଖିଥିଲେ। ହେଲେ, ଠିକ୍ ସେହି ସମୟରେ ଗାର୍ଲଫ୍ରେଣ୍ଡକୁ ଧରି ଶପିଂ କରୁଥିଲେ ସ୍ୱାମୀ। କୌଣସି ମତେ ସ୍ତ୍ରୀଙ୍କୁ ମିଳିଗଲା ଏହି ଖବର। ସିଧା ଧାଇଁଲେ ମାର୍କେଟ୍।</p>

Related story