ପତ୍ନୀର ପ୍ରତିଶୋଧ!

୧୫ ବର୍ଷ ତଳେ ଯାହା କରିଥିଲେ ସ୍ୱାମୀ ସୁଧ ମୂଳ କରି ଆଦାୟ କଲେ ସ୍ତ୍ରୀ। ସେଦିନ ସ୍ତ୍ରୀକୁ ମାରି ମୁର୍ମୂଷୁ ଅବସ୍ଥାରେ ଫୋପାଡ଼ି ଦେଇଥିଲା ସ୍ୱାମୀ। ପ୍ରତିଶୋଧ ସ୍ୱରୂପ ସ୍ୱାମୀକୁ ଜୀବନରୁ ମାରି ଫୋପାଡ଼ିଦେଲା ସ୍ତ୍ରୀ।

revenge

Debendra Prusty
  • Published: Friday, 11 November 2022
  • , Updated: 11 November 2022, 03:01 PM IST

୧୫ ବର୍ଷ ତଳେ ଯାହା କରିଥିଲେ ସ୍ୱାମୀ ସୁଧ ମୂଳ କରି ଆଦାୟ କଲେ ସ୍ତ୍ରୀ। ସେଦିନ ସ୍ତ୍ରୀକୁ ମାରି ମୁର୍ମୂଷୁ ଅବସ୍ଥାରେ ଫୋପାଡ଼ି ଦେଇଥିଲା ସ୍ୱାମୀ। ପ୍ରତିଶୋଧ ସ୍ୱରୂପ ସ୍ୱାମୀକୁ ଜୀବନରୁ ମାରି ଫୋପାଡ଼ିଦେଲା ସ୍ତ୍ରୀ।

https://youtu.be/3rRbplpI4ms

Related story