Advertisment

ଅସ୍ତଗାମୀ ସୂର୍ଯ୍ୟ ସହ ଜମୁଛି ସ୍କେଟିଂର ମଜା

ସ୍କେଟିଂ ବିଷୟରେ ଆପଣ ଉଣା ଅଧିକେ ସମସ୍ତେ ଜାଣିଥିବେ । ସ୍କେଟିଂର ଚାହିଦା ବଡ ବଡ ସହର ମାନଙ୍କରେ ରହିଥାଏ ।ଏବେ କିନ୍ତୁ କଟକରେ ଯୁବପିଢୀଙ୍କ ମଧ୍ୟରେ ଏହାର କ୍ରେଜ୍ ଅଧିକ ଦେଖିବାକୁ ମିଳୁଛି। କଟକରେ ସ୍କେଟିଂର ମଜା ନେଉଛନ୍ତି ସଭିଏଁ।

author-image
Manasi Mohapatra
ଅସ୍ତଗାମୀ ସୂର୍ଯ୍ୟ ସହ ଜମୁଛି ସ୍କେଟିଂର ମଜା

maxresdefault

ସ୍କେଟିଂ ବିଷୟରେ ଆପଣ ଉଣା ଅଧିକେ ସମସ୍ତେ ଜାଣିଥିବେ । ସ୍କେଟିଂର ଚାହିଦା ବଡ ବଡ ସହର ମାନଙ୍କରେ ରହିଥାଏ ।ଏବେ କିନ୍ତୁ କଟକରେ ଯୁବପିଢୀଙ୍କ ମଧ୍ୟରେ ଏହାର କ୍ରେଜ୍ ଅଧିକ ଦେଖିବାକୁ ମିଳୁଛି। କଟକରେ ସ୍କେଟିଂର ମଜା ନେଉଛନ୍ତି ସଭିଏଁ।

Advertisment

Odisha Reporter Odisha News