କଟକ: ବାଦାମବାଡ଼ି ବସ୍‌ଷ୍ଟାଣ୍ଡରୁ ୫୧ ଗ୍ରାମ ବ୍ରାଉନ ସୁଗାର ଜବତ କଲା କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ; ଜଣେ ଗିରଫ, ଜବତ ବ୍ରାଉନ୍ ସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷ ୫୦ ହଜାର ଟଙ୍କା, ଜଳେଶ୍ୱରରୁ ଭୁବନେଶ୍ୱର ଆସୁଥିବା ବେଳେ ଜବତ

Previous ArticleNext Article

Send this to a friend