୩ ଦଫା ଦାବି ପୂରଣ ପାଇଁ କଂଗ୍ରେସର ଧାରଣା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଆଦିବାସୀ ମାରଣ ନୀତି ବିରୋଧରେ ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ଓ ଜନଜାତି ପକ୍ଷରୁ ଆଜିଠାରୁ ରାଜଭବନ ସମ୍ମୁଖରେ ସତ୍ୟାଗ୍ରହ କରାଯାଇଛି। ପୂର୍ବତନ ସାଂସଦ ପ୍ରଦୀପ ମାଝିଙ୍କ ନେତୃତ୍ୱରେ ଚାଲିଥିବା ସତ୍ୟାଗ୍ରହରେ ବହୁ ଦଳୀୟ କର୍ମୀ ସାମିଲ ଥିଲେ। ମାଲକାନଗିରିରେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ରେ ମୃତ୍ୟୁ ବରଣ କରୁଥିବା ଶିଶୁଙ୍କ ପରିବାର ପିଛା ୧୨ ଲକ୍ଷ ଟଙ୍କା କ୍ଷତିପୂରଣ, ଜିଲ୍ଲାରେ ଖାଲିପଡ଼ିଥିବା ଡାକ୍ତର ପଦବୀ ପୂରଣ ଓ ଗୁମୁଡୁମାହା ହତ୍ୟାକାଣ୍ଡର ଦୋଷୀଙ୍କୁ ଦଣ୍ଡବିଧାନ ଦାବି […]

pradeep-majhi

pradeep-majhi

Rakesh Mallick
  • Published: Wednesday, 21 December 2016
  • Updated: 21 December 2016, 08:18 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଆଦିବାସୀ ମାରଣ ନୀତି ବିରୋଧରେ ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ଓ ଜନଜାତି ପକ୍ଷରୁ ଆଜିଠାରୁ ରାଜଭବନ ସମ୍ମୁଖରେ ସତ୍ୟାଗ୍ରହ କରାଯାଇଛି। ପୂର୍ବତନ ସାଂସଦ ପ୍ରଦୀପ ମାଝିଙ୍କ ନେତୃତ୍ୱରେ ଚାଲିଥିବା ସତ୍ୟାଗ୍ରହରେ ବହୁ ଦଳୀୟ କର୍ମୀ ସାମିଲ ଥିଲେ।

ମାଲକାନଗିରିରେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ରେ ମୃତ୍ୟୁ ବରଣ କରୁଥିବା ଶିଶୁଙ୍କ ପରିବାର ପିଛା ୧୨ ଲକ୍ଷ ଟଙ୍କା କ୍ଷତିପୂରଣ, ଜିଲ୍ଲାରେ ଖାଲିପଡ଼ିଥିବା ଡାକ୍ତର ପଦବୀ ପୂରଣ ଓ ଗୁମୁଡୁମାହା ହତ୍ୟାକାଣ୍ଡର ଦୋଷୀଙ୍କୁ ଦଣ୍ଡବିଧାନ ଦାବି ନେଇ ସତ୍ୟାଗ୍ରହ ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story