୪୦ ବର୍ଷରେ ଅଭିଷେକ

ମୁମ୍ବାଇ: ଆଜି ହେଉଛି ବଲିଉଡ୍ ଅଭିନେତା ଅଭିଷେକ ବଚ୍ଚନଙ୍କ ଜନ୍ମଦିନ। ଅଭିଷେକ ହେଉଛନ୍ତି ହିନ୍ଦୀ ସାହିତ୍ୟର ବିଖ୍ୟାତ କବି ହରିବଂଶ ରାୟ ବଚ୍ଚନଙ୍କ ନାତି ତଥା ବଲିଉଡ୍‌ର ସେହେନଶାହ ଅମିତାଭ ବଚ୍ଚନ ଓ ୭୦ଦଶକର ଚୁଲବୁଲି ନାୟିକା ଜୟା ଭାଦୁରିଙ୍କ ସୁପୁତ୍ର। ପୁଣି ବଲିଉଡ୍‌ର ନୀଳ ନୟନା ଐଶ୍ୱର୍ଯ୍ୟାଙ୍କର ସେ ହେଉଛନ୍ତି ସ୍ୱାମୀ। ୧୯୭୬ ମସିହା ଫେବ୍ରୁଆରୀ ୫ ତାରିଖରେ ମୁମ୍ୱାଇରେ ଜନ୍ମଗ୍ରହଣ କରିଥିଲେ ଏହି ଷ୍ଟାଇଲିସ୍ ହ୍ୟାଣ୍ଡସମ୍ ହିରୋ। ଆଜି ସେ ୪୦ ବର୍ଷରେ ପଦାର୍ପଣ […]

abhisek

abhisek

Rakesh Mallick
  • Published: Friday, 05 February 2016
  • Updated: 05 February 2016, 05:21 AM IST

Sports

Latest News

abhisekh1ମୁମ୍ବାଇ: ଆଜି ହେଉଛି ବଲିଉଡ୍ ଅଭିନେତା ଅଭିଷେକ ବଚ୍ଚନଙ୍କ ଜନ୍ମଦିନ। ଅଭିଷେକ ହେଉଛନ୍ତି ହିନ୍ଦୀ ସାହିତ୍ୟର ବିଖ୍ୟାତ କବି ହରିବଂଶ ରାୟ ବଚ୍ଚନଙ୍କ ନାତି ତଥା ବଲିଉଡ୍‌ର ସେହେନଶାହ ଅମିତାଭ ବଚ୍ଚନ ଓ ୭୦ଦଶକର ଚୁଲବୁଲି ନାୟିକା ଜୟା ଭାଦୁରିଙ୍କ ସୁପୁତ୍ର। ପୁଣି ବଲିଉଡ୍‌ର ନୀଳ ନୟନା ଐଶ୍ୱର୍ଯ୍ୟାଙ୍କର ସେ ହେଉଛନ୍ତି ସ୍ୱାମୀ।

୧୯୭୬ ମସିହା ଫେବ୍ରୁଆରୀ ୫ ତାରିଖରେ ମୁମ୍ୱାଇରେ ଜନ୍ମଗ୍ରହଣ କରିଥିଲେ ଏହି ଷ୍ଟାଇଲିସ୍ ହ୍ୟାଣ୍ଡସମ୍ ହିରୋ। ଆଜି ସେ ୪୦ ବର୍ଷରେ ପଦାର୍ପଣ କରିଛନ୍ତି। ବଲିଉଡର ଦୁଇ ଜଣ ସୁପରଷ୍ଟାରଙ୍କ ପୁଅ ହେଇଥିବାରୁ ଜଣେ ଲଭଲି ଷ୍ଟାରକିଡ୍ ଭାବରେ ବେଶ ଚର୍ଚ୍ଚିତ ଅଭିଷେକ। ପିଲାଟି ଦିନରୁ ଏହି ଷ୍ଟାର୍ ଡିଜ୍‌ଲେକ୍ସି ଥିଲେ ଯାହାକି ଫିଲ୍ମ 'ତାରେ ଜମିନ୍ ପର'ରେ ଅମିର ଖାନ ଦର୍ଶାଇଛନ୍ତି।

ଜଣେ ସଫଳ ଅଭିନେତା ଭାବରେ ଶୀର୍ଷରେ ପହଞ୍ଚିଥିବା ଅମିତାଭ ସବୁବେଳେ ଚର୍ଚ୍ଚାରେ ଥିଲେ ନିଜ ପୁଅକୁ ନେଇ। କେବେ ସେ ପାଦ ଥାପିବେ ବଲିଉଡରେ, କେବେ ଆସିବ ତାଙ୍କ ଅଭିନୀତ ଫିଲ୍ମରେ। ବାସ୍ ଏହି ଗୁଜବକୁ ସତରେ ପରିଣତ କରିଦେଲେ ଜେ. ପି. ଦତ୍ତା। ୨୦୦୦ ମସିହାରେ ଆସିଲା ଫିଲ୍ମ ରେଫ୍ୟୁଜି। କପୁର ଲାଡ୍‌ଲି କରିନାଙ୍କ ସହ ସ୍କ୍ରିନ୍ ସେୟାର କଲେ ବଚ୍ଚନ ଖାନଦାନର ଲାଡ୍‌ଲା। ଏହି ଦୁଇ ଷ୍ଟାରକିଡ୍‌ଙ୍କ ରିଲ ରୋମାନ୍ସକୁ ଖୁବ ପସନ୍ଦ କଲେ ଦର୍ଶକ। ସମାଲୋଚକଙ୍କ ପ୍ରଶଂସା ବି ମିଳିଲା ସେମାନଙ୍କୁ। ମାତ୍ର ପରେ ଅଭିଷେକଙ୍କ ଅଭିନୟର ଯାଦୁ ଏତେଟା କାମ କଲାନି। 'କୁଛ ନା କହୋ', 'ବସ୍ ଇତନା ସା ଖ୍ୱାବ ହୈ' ଭଳି ଗୋଟେ ପରେ ଗୋଟେ ଏମିତି ପ୍ରାୟ ସତରଟି ଫିଲ୍ମ ନିରାଶ କରିଥିଲା ସିନେଦର୍ଶକଙ୍କୁ।   ତା’ପରେ ଆସିଲା ନୁଆ ଧରଣର ରୋମାଣ୍ଟିକ ଫିଲ୍ମ  'ମେଁ ପ୍ରେମ୍ କି ଦିୱାନୀ ହୁଁ'। ଅନ୍‌ଲକି କୁହାଯାଉଥିବା ମିଷ୍ଟର ବଚ୍ଚନ ହଠାତ୍ ଲକି ପାଲଟି ଗଲେ। ତାଙ୍କର ଦମଦାର ଅଭିନୟ ଚୁପ୍ କରିଦେଇଥିଲା କ୍ରିଟିକ୍ସଙ୍କ କମେଣ୍ଟ୍‌କୁ। ୨୦୦୪ରେ  ମଣିରତ୍ନମ ନିଜ ଫିଲ୍ମ 'ୟୁବା'ରେ ତାଙ୍କୁ ନେଇ କରିଥିଲେ ଏକ୍ସପେରିମେଣ୍ଟ୍। ଆଉ ଏହି ପରୀକ୍ଷାନିରୀକ୍ଷାର କସଟି ପଥରରେ ବାରି ହୋଇପଡ଼ିଥିଲେ ଏହି ଅଭିନେତା। ହିଟ୍ ସାବିତ ହୋଇଥିଲା ରାଣୀ ଏବଂ ଅଭିଙ୍କ ଯୋଡି। କ୍ରିଟିକ୍ସଙ୍କ ଅନ୍‌ଲକି ଟ୍ୟାଗକୁ ଭୁଲ୍ ପ୍ରମାଣିତ କରିବାରେ ସକ୍ଷମ ହୋଇଥିଲେ ଏହି ଦମଦାର କଳାକାର। ଟିନ୍ସେଲ୍ ଟାଉନରେ ଧୁମ ମଚେଇବା ସହ ବକ୍ସଅଫିସରେ ହଲଚଲ ସୃଷ୍ଟି କରିଥିଲା ଫିଲ୍ମ ‘ଧୁମ’। ନୂଆ ଧରଣର ଅଭିନୟ ଦୌଡରେ ଖୁବ ପ୍ରଶଂସିତ ହେଲେ ଅଭିଷେକ। କମର୍ସିଆଲି ଭଲ ବିଜିନେସ୍ କରିଥିଲା ଏହି ଫିଲ୍ମ। କ୍ରିଟିକ୍ସଙ୍କ ଚାପା ଗୁଞ୍ଜରଣକୁ ଭୁଲ ପ୍ରମାଣିତ କରିଥିଲା ଏହି ଆକ୍ଟରଙ୍କ ଅଭିନୟ। ୨୦୦୫ରେ ଆସିଲା 'ବଣ୍ଟି ଔର ବବଲି' । ଖଣ୍ଡାଲା ଗାର୍ଲ ରାଣୀଙ୍କ ସହ ତାଙ୍କ ମଜାମସ୍ତି ବଲିଉଡରେ କ୍ରିଏଟ କଲା ଆଉ ଏକ ନୂଆ ଅଧ୍ୟାୟ। ବଲିଉଡ୍ ବକ୍ସ ଅଫିସରେ କମାଲ କରିବା ସହ ପିତା ଅମିତାଭଙ୍କ ସହ ସ୍କ୍ରିନ୍ ସେୟାର କରିଥିଲେ ଅଭି।  ନୂଆ ରଙ୍ଗରେ ନୂଆ ଢଙ୍ଗରେ ୟଙ୍ଗ ବଚ୍ଚନଙ୍କୁ ଦେଖିବାକୁ ମିଳିଥିଲା। ଭିନ୍ନ ଧରଣର ଅଭିନୟ ସାଙ୍ଗକୁ ବାପପୁଅଙ୍କ ଅନ୍ଦାଜ ସୃଷ୍ଟିକଲା ନୂଆ ଧରଣର ରେକର୍ଡ।

୨୦୦୭ରେ ପୁଣି ଥରେ ଏହି ଟ୍ୟାଲେଣ୍ଟେଡ ଆକ୍ଟରଙ୍କୁ ନେଇ ମଣିରତ୍ନମ ଏକ୍ସପେରିମେଣ୍ଟ୍ କରିଥିଲେ ଫିଲ୍ମ 'ଗୁରୁ'ରେ। ଏହି ଯୁବ ଅଭିନେତାଙ୍କ ଅଭିନୟରେ ପିତା ଅମିତାଭ ବି ତାଜୁବ ହୋଇଯାଇଥିଲେ। ତାଙ୍କୁ ମିଳିଥିଲା ଅଭୁଦ୍ଦପୂର୍ବ ପ୍ରଶଂସା।

ପ୍ରଥମେ କରିସ୍ମାଙ୍କ ସହ ବ୍ରେକଅପ୍ ହେଲା ପରେ ଐଶ ଓ ରାଣୀଙ୍କ ପ୍ରେମବନ୍ଧନରେ ଛନ୍ଦି ହୋଇପଡିଥିଲେ ୟଙ୍ଗ ହ୍ୟାଣ୍ଡସମ ବଚ୍ଚନ। ଏମାନଙ୍କ ପ୍ରେମ ଏତେ ନିବିଡ଼ ଥିଲା ଯେ ୨୦୦୭ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଏହି ଦୁଇ କଳାକାର। ଫିଲ୍ମ ‘ବଣ୍ଟି ଔର ବବଲି‘ରେ ଅମିତାଭ ଐଶ୍ୱର୍ଯ୍ୟା ଏବଂ ଅଭିଷେକଙ୍କୁ ଏକାଠି ଦେଖିବାକୁ ମିଳିଥିଲା। କଜରାରେ ଗୀତଟି ବି ଖୁବ୍ ହିଟ୍ ମଧ୍ୟ ହୋଇଥିଲା। ଏହି ତିନି ଜଣଙ୍କୁ ଏକାଠି କରି ଷ୍ଟୋରୀ କରିଥିଲେ ରାମ ଗୋପାଲ ବର୍ମା ଫିଲ୍ମ 'ସରକାର ରାଜ'ରେ। ଆଉ ରାଜ୍ କଲେ ଏହି ତିନି ଜଣ ସୁପରହିଟ୍ ଷ୍ଟାର୍। ସିରୟସ୍ ରୋଲରେ ସେ ଯେତିକି ମାହିର୍ କମେଡ଼ି ପଞ୍ଚେସରେ ସେ ସେତିକି ଏକ୍ସପର୍ଟ। ଫିଲ୍ମ ‘ଦୋସ୍ତାନା’ରେ ତାଙ୍କ ଅଭିନୟ ଥିଲା ବିଲକୁଲ ୟୂନିକ୍। ବକ୍ସ ଅଫିସରେ ଏହି ଫିଲ୍ମ କରିଥିଲା ହିଷ୍ଟ୍ରୀ। ଆଉ ମିଷ୍ଟ୍ରି ସାଜିଲେ ସିରିୟସ୍ ଆକ୍ଟର ଅଭିଷେକ। ଏବିସିଏଲ୍ ପାଇଁ ଅଭିଷେକ ଗୋଟେ ନୂଆ ଧରଣରର ଏକ୍ସପେରିମେଣ୍ଟାଲ୍ ଫିଲ୍ମ ନିର୍ମାଣ କଲେ ଯାହାଥିଲା ସମ୍ପୁର୍ଣ୍ଣ ଭିନ୍ନ ଧରଣର। ଏଥିରେ ବାପା ପୁଅ ଚରିତ୍ରରେ ଏବଂ ପୁଅ ଅଭିଷେକଙ୍କୁ ବାପା ଭୂମିକାରେ ଦେଖିବାକୁ ମିଳିଥିଲା। ଏଭଳି ସିନେମାକୁ  ଦର୍ଶକ ଭରପୁର ଏନ୍‌ଜୟ କରିଥିଲେ। ଅମିତାଭଙ୍କ ବାପା ଚରିତ୍ରରେ ଅଭିନୟ କରି ବାଜି ମାରିନେଇଥିଲେ ଅଭିଷେକ। ଏହି ଫିଲ୍ମକୁ ବେଷ୍ଟ୍ ଫିଚର ଫିଲ୍ମ କ୍ୟାଟେଗୋରିରେ ମିଳିଥିଲା ଜାତୀୟ ପୁରସ୍କାର।

ବାପା ମାଆ ଜଣେ ଜଣେ ପ୍ରତିଷ୍ଠିତ କଳାକାର ହେଲେ ବି ଅଭିଷେକଙ୍କ ଅଭିନୟ ବଲିଉଡରେ ଏକ ନୂଆ ଧରଣର ଟ୍ରେଣ୍ଡ୍ ସୃଷ୍ଟି କରିଛି କହିଲେ ଜମାରୁ ଭୁଲ ହବନି। ନିଜର ଦମଦାର ପ୍ରଚେଷ୍ଟା, ଅକ୍ଲାନ୍ତ ପରିଶ୍ରମ ଯୋଗୁ ସେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି ବଲିଉଡରେ। ତାଙ୍କ ଜନ୍ମ ଦିବସରେ ଆମେ ତାଙ୍କୁ ସ୍ୱାଗତ କରିବା ସହ ଶୁଭେଚ୍ଛା ଜଣାଉଛୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story