କ’ଣ ପ୍ରିୟା ପ୍ରକାଶଙ୍କୁ ବାଛିବେ ରଣବୀର ?

ମୁମ୍ବାଇ: କିଛିଦିନ ପୂର୍ବରୁ ପ୍ରିୟା ପ୍ରକାଶ ନିଜର ଆଖି ମରା ଭିଡ଼ିଓ କ୍ଲିପ୍‌ ପାଇଁ ରାତାରାତି ଷ୍ଟାର ହୋଇଯାଇଥିଲେ। ନିକଟରେ ତାଙ୍କୁ ନେଇ ପୁଣି ଆଉ ଏକ ଚର୍ଚ୍ଚା ଆରମ୍ଭ ହୋଇଛି। ଖବର ମୁତାବକ ପ୍ରିୟା ବଲିଉଡ୍‌ରେ ଡେବ୍ୟୁ ନେଇ ନିଜ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ଖାଲି ଏତିକି ନୁହେଁ ପ୍ରିୟାଙ୍କୁ ରଣବୀର ସିଂହଙ୍କ ବିପକ୍ଷରେ ଫିଲ୍ମ ‘ସିମ୍ବା’ରେ ଅଭିନୟ କରିବାର ଅଫର ମିଳିଛି ବୋଲି ଶୁଣାଯାଉଛି। ମିଡିଆ ରିପୋର୍ଟ ମୁତାବିକ ନିର୍ଦ୍ଦେଶକ ରୋହିତ୍‌ ସେଟ୍ଟୀ ତାଙ୍କ […]

anbir

anbir

Rakesh Mallick
  • Published: Tuesday, 13 March 2018
  • Updated: 13 March 2018, 09:46 AM IST

Sports

Latest News

ମୁମ୍ବାଇ: କିଛିଦିନ ପୂର୍ବରୁ ପ୍ରିୟା ପ୍ରକାଶ ନିଜର ଆଖି ମରା ଭିଡ଼ିଓ କ୍ଲିପ୍‌ ପାଇଁ ରାତାରାତି ଷ୍ଟାର ହୋଇଯାଇଥିଲେ। ନିକଟରେ ତାଙ୍କୁ ନେଇ ପୁଣି ଆଉ ଏକ ଚର୍ଚ୍ଚା ଆରମ୍ଭ ହୋଇଛି। ଖବର ମୁତାବକ ପ୍ରିୟା ବଲିଉଡ୍‌ରେ ଡେବ୍ୟୁ ନେଇ ନିଜ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ଖାଲି ଏତିକି ନୁହେଁ ପ୍ରିୟାଙ୍କୁ ରଣବୀର ସିଂହଙ୍କ ବିପକ୍ଷରେ ଫିଲ୍ମ ‘ସିମ୍ବା’ରେ ଅଭିନୟ କରିବାର ଅଫର ମିଳିଛି ବୋଲି ଶୁଣାଯାଉଛି।

priya-1ମିଡିଆ ରିପୋର୍ଟ ମୁତାବିକ ନିର୍ଦ୍ଦେଶକ ରୋହିତ୍‌ ସେଟ୍ଟୀ ତାଙ୍କ ଆଗାମୀ ଫିଲ୍ମ ‘ସିମ୍ବା’ ପାଇଁ  ପ୍ରିୟାଙ୍କୁ ଅଫର ଦେଇଛନ୍ତି। କିନ୍ତୁ ପ୍ରିୟାଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନି। ରୋହିତଙ୍କ ସହ ରଣବୀରଙ୍କର ଏହା ମଧ୍ୟ ପ୍ରଥମ ଫିଲ୍ମ। ଏହି ଫିଲ୍ମରେ ପ୍ରଯୋଜନା ଦାୟିତ୍ୱରେ କରଣ ଜୋହର ଅଛନ୍ତି।

Ranveer‘ସିମ୍ବା’କୁ ନେଇ ଆଉ କଥା ହେଉଛି ପୂର୍ବରୁ ଏଥିରେ ରଣବୀରଙ୍କ ଅପୋଜିଟ୍‌ରେ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ ଓ ସାରା ଅଲ୍ଲୀ ଖାନ୍‌ଙ୍କ ନାଁ ଶୁଣିବାକୁ ମିଳିଥିଲା। ତା’ପରେ ଦୀପିକାଙ୍କ ନାଁ ମଧ୍ୟ ଶୁଣିବାକୁ ମିଲିଥିଲା। ଏବେ ଦେଖିବା ବାକି ରହିଲା କିଏ ହେବ ରଣବୀରଙ୍କ ହିରୋଇନ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story